ETV Bharat / city

ରାଜ୍ୟରେ କୋରୋନା ମୁକାବିଲା ପାଇଁ 225 କୋଟି ଟଙ୍କା ମଞ୍ଜୁର

author img

By

Published : Mar 16, 2020, 9:08 PM IST

କୋରୋନା ମହାମାରୀ ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ 225 କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ଏହି ଟଙ୍କା ମଞ୍ଜୁର ହୋଇଛି।

corona management in odisha, corona in odisha, corona latest news, 225 crore sanctioned for corona in odisha, ଓଡିଶାରେ କୋରୋନା ମୁକାବିଲା ପାଇଁ 225 କୋଟି ଟଙ୍କା, ଓଡିଶାରେ କୋରୋନା ମୁକାବିଲା, ଓଡିଶାରେ କୋରୋନା, କୋରୋନା ଲାଟେଷ୍ଟ ନ୍ୟୁଜ୍‌
ରାଜ୍ୟରେ କୋରୋନା ମୁକାବିଲା ପାଇଁ 225 କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: କୋରୋନା ମହାମାରୀ ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ 225 କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ଏହି ଟଙ୍କା ମଞ୍ଜୁର ହୋଇଛି। ସ୍ବାସ୍ଥ୍ୟ ବିଭାଗ ନାଁରେ ଏହି ଅର୍ଥ ମଞ୍ଜୁର ହୋଇଛି।

ତେବେ ପୃଥକ ରହିବା, ନମୁନା ସଂଗ୍ରହ, ସ୍କ୍ରିନିଂ, ଅସ୍ଥାୟୀ ଭାବରେ ରଖାଯିବା, ମେଡିକାଲ କେୟାର, ଖାଦ୍ୟ ଯୋଗାଣ, ଆବଶ୍ୟକ ଉପକରଣ କିଣିବା ଓ ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କ୍ଷେତ୍ରରେ ଏହି ପାଣ୍ଠି ଖର୍ଚ୍ଚ ହେବା ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.