ETV Bharat / city

ବୁଧବାର ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 10594 ସଂକ୍ରମିତ

author img

By

Published : Jun 2, 2021, 8:25 PM IST

ରାଜ୍ୟରୁ ଦିନକରେ 10594 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 7 ଲକ୍ଷ 2 ହଜାର 621 ରେ ପହଞ୍ଚିଲା । ଅଧିକ ପଢନ୍ତୁ..

ବୁଧବାର ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 10594 ସଂକ୍ରମିତ
ବୁଧବାର ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 10594 ସଂକ୍ରମିତ

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି ରାଜ୍ୟରେ 10594 ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 1179 ଓ କଟକରୁ 1152 ଜଣ ସୁସ୍ଥ ହୋଇଛନ୍ତି । ତେବେ ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 2 ହଜାର 621 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ ପୁରୀରୁ 456, ବଲାଙ୍ଗୀରରୁ 195, ଝାରସୁଗୁଡ଼ାରୁ 125, ନୂଆପଡ଼ାରୁ 60, ବରଗଡ଼ରୁ 357, ନବରଙ୍ଗପୁରରୁ 296, ସମ୍ବଲପୁରରୁ 317, ଯାଜପୁରରୁ 170, କଳାହାଣ୍ଡିରୁ 397, ମୟୂରଭଞ୍ଜରୁ 618, ରାୟଗଡ଼ାରୁ 211, ଗଞ୍ଜାମରୁ 197, କେନ୍ଦୁଝରରୁ 116, ନୟାଗଡ଼ରୁ 184, ସୋନପୁରରୁ 190, ଜଗତସିଂହପୁରରୁ 211, କୋରାପୁଟରୁ 181, ବାଲେଶ୍ବରରୁ 507, ଭଦ୍ରକରୁ 377, ଗଜପତିରୁ 72, କେନ୍ଦ୍ରାପଡ଼ାରୁ 198, ଦେବଗଡ଼ରୁ 87, କନ୍ଧମାଳରୁ 101, ମାଲକାନଗିରିରୁ 116, ଢ଼େଙ୍କାନାଳରୁ 453, ବୌଦ୍ଧରୁ 177 ଓ ଷ୍ଟେଟ୍‌ ପୁଲ୍‌ରୁ 202 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆଜିର ସୁସ୍ଥଙ୍କୁ ମିଶାଇ ମୋଟ 7 ଲକ୍ଷ 2 ହଜାର 621 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.