ETV Bharat / city

ମିଳୁନି ନ୍ୟାୟ, ହାଇକୋର୍ଟରେ ପଡିରହିଛି ଦେଢ ଲକ୍ଷ ମାମଲା - ଓଡିଶା ହାଇକୋର୍ଟ ଲାଟେଷ୍ଟ ନ୍ୟୁଜ୍‌

ଓଡିଶା ହାଇକୋର୍ଟରେ ଅକ୍ଟୋବର 31 ତାରିଖ ସୁଦ୍ଧା 1 ଲକ୍ଷ 50 ହଜାର 938ଟି ମାମଲା ବର୍ଷ ବର୍ଷ ଧରି ବିଚାର ଅପେକ୍ଷାରେ ରହିଛି । ମଙ୍ଗଳବାର ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Nov 19, 2019, 9:05 PM IST

Updated : Nov 19, 2019, 9:48 PM IST

ଭୁବନେଶ୍ବର: ଓଡିଶା ହାଇକୋର୍ଟରେ ଅକ୍ଟୋବର 31 ତାରିଖ ସୁଦ୍ଧା 1 ଲକ୍ଷ 50 ହଜାର 938ଟି ମାମଲା ବର୍ଷ ବର୍ଷ ଧରି ବିଚାର ଅପେକ୍ଷାରେ ରହିଛି । ସେ ମଧ୍ୟରୁ 21 ହଜାର 659ଟି ମାମଲା 10ରୁ 20 ବର୍ଷ ଧରି ବିଚାର ଅପେକ୍ଷାରେ ଥିବାବେଳେ 3,796ଟି ମାମଲା 20 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଚାରଧିନ ରହିଛି । ମଙ୍ଗଳବାର ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି ।

ଫାଇଲ ଭିଡିଓ
odisha highcourt latest news, 1.5 lakh cases pending in odisha, pending cases in odisha highcourt, ଓଡିଶା ହାଇକୋର୍ଟରେ ବିଚାରଧିନ ମାମଲା, ଓଡିଶା ହାଇକୋର୍ଟ ଲାଟେଷ୍ଟ ନ୍ୟୁଜ୍‌, ଓଡିଶାରେ 1.5 ଲକ୍ଷ ବିଚାରଧିନ ମାମଲା
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ହାଇକୋର୍ଟ ଏବଂ ଅନ୍ୟାନ୍ୟ ନ୍ୟାୟାଳୟରେ ବହୁ ସଂଖ୍ୟାରେ ବିଚାରପତି ପଦବୀ ଖାଲି ପଡିଥିବାରୁ ମାମଲା ଗୁଡିକର ତ୍ବରିତ ବିଚାର ହୋଇପାରୁନି । ହାଇକୋର୍ଟରେ 14ଜଣ ବିଚାରପତିଙ୍କ ପଦବୀ ଖାଲି ପଡିଛି । ଅନ୍ୟାନ୍ୟ ନ୍ୟାୟାଳୟରେ 25ଟି ଜିଲ୍ଲା ଜଜ୍, 34ଟି ବରିଷ୍ଠ ସିଭିଲ ଜଜ୍‌ ଏବଂ 89ଟି ସିଭିଲ ଜଜ୍‌ ପଦବୀ ଖାଲିପଡିଛି । ଏହିସବୁ ପଦବୀ ଯଥାଶୀଘ୍ର ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

PRIYA

Conclusion:
Last Updated : Nov 19, 2019, 9:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.