ETV Bharat / city

ମହାଦଶମୀରେ ମା'ଙ୍କ ଅପରାଜିତା ପୂଜା: ଲାଗି ହୁଏ ଦହି ପଖାଳ - ଦଶହରାରେ ଅପରାଜିତା ପୂଜା

ପବିତ୍ର ଦଶହରା ଉପଲକ୍ଷେ ଅପରାଜିତା ପୂଜା ପ୍ରାଧାନ୍ୟ ରଖୁଛି । କାରଣ ଆଜିର ଦିନ ହିଁ ସତ୍ୟ ସହିତ ଲଢିବାର ମୂଳ ଦୁଆ ପକାଇଥିଲେ ମହିଷା ମର୍ଦ୍ଦିନୀ ମା' ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 8, 2019, 12:21 PM IST

ଭୁବନେଶ୍ବର: ଶାରଦୀୟ ଦୁର୍ଗା ପୂଜାର ଆଜି ଅନ୍ତିମ ଦିନ । ନ୍ୟାୟ ଓ ସତ୍ୟର ପ୍ରତୀକ ବିଜୟା ଦଶମୀ । । ଅସତ୍ୟ ଓ ଅନ୍ୟାୟ ବିରୋଧରେ ମା' ଆଜି ବିଜୟ ଲାଭ କରିଥିଲେ । ଏହି ପୂଜାରେ ମା'ଙ୍କ ପ୍ରଧାନ ପୂଜା ହେଉଛି ଅପରାଜିତା ପୂଜା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜୟା ଦଶମୀରେ ମା'ଙ୍କ ମୁଖ୍ୟ ପୂଜା ଅପରାଜିତା ପୂଜା । ସକାଳ ଧୂପ ଦୀପ ପରେ ବରୁଣ ପୂଜା କରାଯିବା ପରେ ଅପରାଜିତା ପୂଜା ଆରମ୍ଭ ହୋଇଥାଏ । ତେବେ ଏହି ପୂଜାର ମହତ୍ତ୍ବ ପ୍ରଭୁ ଶ୍ରୀରାମଚନ୍ଦ୍ର ଆଜିର ଦିନରେ ସେତୁବନ୍ଧ ବାନ୍ଧିଥିଲେ । ଏଥିସହ ଆଜିର ଦିନରେ ମା' ସମସ୍ତ ଦେବୀଙ୍କ ସହିତ ମହିଷାସୁର ବଦ୍ଧ ପାଇଁ ଅନୁକୂଳ କରିଥାନ୍ତି । ତେଣୁ ଏହି ପୂଜା ସର୍ବ ପ୍ରଥମେ କରାଯାଇଥାଏ ।

ଅନ୍ୟାୟ ଉପରେ ନ୍ୟାୟ ବିଜୟ ପାଇଁ ଆଜିର ଦିନ ହିଁ ମୂଳଦୁଆ ପକାଇଥିଲେ । ଯାହାକୁ ମା' ଅପରାଜିତଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଏହି ପୂଜାରେ ମା'ଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି ହେବା ରାତି 11 ପରେ ବିସର୍ଜନ କରାଯାଇଥାଏ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ମହା ଦଶମୀ ପୂଜା ମା ଙ୍କ ଅଅରାଜିତା ପୂଜା।

ଆଜି ମା ଙ୍କ ଦଶମୀ ପୂଜା। ମା ଙ୍କ ପ୍ରଧାନ ପୂଜା ଅପରାଜିତା ପୂଜା ଅଟେ। ଯୁଦ୍ଧ କରି ମା ଆଜିକା ଦିନରେ ବିଜୟ ହୋଇଥିଲେ ।ଏହା କୁ ମଧ୍ୟ ବିଜୟାଦଶମୀ କୁହାଯାଉଛି ମଧ୍ୟ। ଆଜି ମା ଙ୍କ ପାଖ ରେ ଦହି ବାଇଗଲା ଭୋଗ ଲାଗି ହେବା ସହ ବିସର୍ଜନ କରାଯିବ।

Body:

ଆଜି ହେଉଛି ଦଶମୀ। ମାଙ୍କ ମୁଖ୍ୟ ପୂଜା ଅପରାଜିତା ପୂଜା। ଆଜି ଶ୍ରୀ ରାମଚନ୍ଦ୍ର ସେତୁ ବନ୍ଧ ପକାଇଥାନ୍ତି। ରାବଣ କୁ ବଧ କରି ଥାଆନ୍ତି। ଜଗତରେ ସମସ୍ତ ପ୍ରକାରର ଅସୁରରୁପି ଆତ୍ମା କୁ ମାରି ମହିଷାସୁରକୁ ବଧ କରିବାକୁ ଯାଇଥାନ୍ତି ମା ଦୁର୍ଗା। ସମାଜରେ ଯେପରି ନାରୀ ମାନଙ୍କୁ ଅଣଦେଖା ହୋଇଥାନ୍ତି। ସେଥିପାଇଁ ନାରୀ ହୋଇ ମଧ୍ୟ ଅସୁରଙ୍କୁ ମାରିବା ପାଇଁ ଆଗେଇ ଯାଇଥିଳୀ ମା ଦୁର୍ଗା।ସକାଳ ର ଧୂପ ଦୀପ ପରେ ବରୁଣ ପୂଜା ସାରିଥିବା ବେଳେ ଅପରାଜିତା ପୂଜା ଆରମ୍ଭ ହୋଇଛି।
Byte ପଣ୍ଡିତ, ପୂଜକ।
Byte- ସୁଶାନ୍ତ କୁମାର ସିଂ , କର୍ମକର୍ତା, ଷ୍ଟେସନବଜାର।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.