ETV Bharat / city

ରାଜଧାନୀରେ ଘରେ ପଶି କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଘରେ ପଶି କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ରଙ୍ଗମିସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

author img

By

Published : Nov 11, 2019, 8:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ଘରେ ପଶି କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ରାଜଧାନୀ କ୍ୟାପିଟାଲ ଥାନା ଅଞ୍ଚଳରୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ଛାତ୍ରୀ ଜଣକ ଘରେ ଏକାକୀ ଥିବାବେଳେ ଅଭିଯୁକ୍ତ ରଙ୍ଗମିସ୍ତ୍ରୀ ଜଣକ ଘରେ ପଶିଥିଲା । ଏହା ପରେ ଛାତ୍ରୀକୁ ଟଣାଓଟରା କରିବା ସହ ଅସଦାଚରଣ କରିଥିଲା । ଏନେଇ ଛାତ୍ରୀ ଜଣକ ଥାନାରେ ରିପୋର୍ଟ କରିବା ପରେ କମିଶନରେଟ ପୋଲିସ ଅଭିଯୁକ୍ତ ଅଜୟ ବାଗକୁ ଗିରଫ କରିଛି । ଧାରା 452, 453 ଏବଂ 354ରେ ଗିରଫ କରି ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ତେବେ ଅଭିଯୁକ୍ତ ଅଜୟ ବାଗର ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଥିବାବେଳେ ଭୁବନେଶ୍ବରରେ ସେ ଜଣେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରମାଦେବୀ କଲେଜ ଛାତ୍ରୀକୁ ରଙ୍ଗମିସ୍ତ୍ରୀର ଦୁଷ୍କର୍ମ ଉଦ୍ଯମBody:ରମାଦେବୀ କଲେଜ ଛାତ୍ରୀକୁ ରଙ୍ଗମିସ୍ତ୍ରୀର ଦୁଷ୍କର୍ମ ଉଦ୍ଯମ

ରାତି ଅଧରେ ଛାତ୍ରୀକୁ ଦୁଷ୍କର୍ମ ଉଦ୍ଯମ।ଘରେ ପଶି ଛାତ୍ରୀକୁ ଅସଦାଚରଣ।ରାଜଧାନୀର କ୍ଯାପିଟାଲ ଥାନା ଅଂଚଳରେ ଏଭଳି ଘଟଣା ଘଟିଛି ରମାଦେବୀ କଲେଜର ଜଣେ ଛାତ୍ରୀଙ୍କ ସହ।ଜଣେ ଛାତ୍ରୀ ଘରେ ଏକାକି ଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଘରେ ପଶିଥିଲେ।ପରେ ଛାତ୍ରୀକୁ ଦେଖି ଟଣଓଟରା ସହ କୁଣ୍ଢାଇ ପକାଇ ଅସଦାଚରଣ କରିଥିଲା। ଏନେଇ ଛାତ୍ରୀ ଜଣକ ଥାନାରେ ରିପୋର୍ଟ ପରେ ଅଭିଯୁକ୍ତକୁ ଅଜୟ ବାଗକୁ ଗିରଫ କରିଛି କମିସନରେଟ ପୋଲିସ। ଧାପା ୪୫୨,୪୫୩ ସହ ୩୫୪ରେ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ଅଭିଯୁକ୍ତର ଘର ପଶ୍ଚିମବଙ୍ଗର ବୋଲି ଜଣାପଡିଥିବା ବେଳେ ସେ ଏଠାରେ ରଙ୍ଗମିସ୍ତ୍ରୀ ଭାବେ କାମ କରନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.