ETV Bharat / city

ଜଳିଲା ଶିଖରଚଣ୍ଡି ପାହାଡ, ନିଆଁ ଲିଭା ଗାଡି ପହଞ୍ଚିବା କଷ୍ଟକର

ଶିଖରଚଣ୍ଡି ପାହାଡ ଉପରେ ଥିବା ଜଙ୍ଗଲରେ ଲାଗିଲା ନିଆଁ । ଉତ୍ତପ୍ତ ଖରା ସାଙ୍ଗକୁ ଶୁଖିଲା ପତ୍ର ଯୋଗୁଁ ହୁତୁହୁତୁ ହୋଇ ଜଙ୍ଗଲ ଜଳୁଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

author img

By

Published : Mar 7, 2021, 6:25 PM IST

ହୁତୁ ହୁତୁ ହୋଇ ଜଳୁଛି ଶିଖରଚଣ୍ଡି ପାହାଡ
ହୁତୁ ହୁତୁ ହୋଇ ଜଳୁଛି ଶିଖରଚଣ୍ଡି ପାହାଡ

ଭୁବନେଶ୍ବର: ଶିଖରଚଣ୍ଡି ପାହାଡ ଉପରେ ଥିବା ଜଙ୍ଗଲରେ ଲାଗିଲା ନିଆଁ । ଉତ୍ତପ୍ତ ଖରା ସାଙ୍ଗକୁ ଶୁଖିଲା ପତ୍ର ଯୋଗୁଁ ହୁତୁହୁତୁ ହୋଇ ଜଙ୍ଗଲ ଜଳୁଥିବା ଅନୁମାନ କରାଯାଉଛି ।

ଶିଖରଚଣ୍ଡି ପାହାଡ ଉପରେ ଥିବା ହନୁମାନ ମନ୍ଦିର ଚାରିପଟେ ନିଆଁ ଲାଗି ଯାଇଛି । ତେବେ ନିଆଁ ଯୋଗୁଁ 1 ଏକର ଜଙ୍ଗଲ ଏରିଆ ଜଳି ଯାଇଛି ନଷ୍ଟ ହୋଇଯାଇଛି । ତେବେ ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ଅଧିକାରୀ ପହଞ୍ଚିଥିଲେ ମଧ୍ୟ ପାହାଡ ଉପରକୁ ଯାଇ ନପାରିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ନିଆଁ ଲିଭାଇବାକୁ ଝାଟି ଡାଳ ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ କରିଛନ୍ତି । ଏହି ନିଆଁରେ କିଛି ମୟୂର ଓ ପକ୍ଷୀଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ହୁତୁ ହୁତୁ ହୋଇ ଜଳୁଛି ଶିଖରଚଣ୍ଡି ପାହାଡ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.