ETV Bharat / city

ଆଦିବାସୀ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ରବୀନ୍ଦ୍ର ମଣ୍ଡପ - A festival of Tribal dance and music held in Bhubaneswar

କଳାହାଣ୍ଡର ପ୍ରସିଦ୍ଧ ଗଣବାଦ୍ୟ ଓ କୋରାପୁଟର ଦରୁଆ ଜନଜାତିର ଢେମଶା ନୃତ୍ୟ ଓ ସଙ୍ଗୀତରେ ଦୁଲୁକିଲା ରବୀନ୍ଦ୍ରମଣ୍ଡପ।ଲୋକକଳା ଓ ସଂସ୍କୃତିକୁ ବଜାୟ ରଖିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 27, 2019, 1:32 AM IST

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଗଣବାଦ୍ୟ ଓ କୋରାପୁଟ ଜିଲ୍ଲାର ଦରୁଆ ଜନଜାତିର ଢେମଶା ନୃତ୍ୟ ଓ ସଙ୍ଗୀତରେ ଦୁଲୁକିଲା ରବୀନ୍ଦ୍ରମଣ୍ଡପ । ଓଡିଶାର ଲୋକକଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ପ୍ରତି ମାସରେ ଗୋଟିଏ ଦିନ ରାଜଧାନୀ ଭୁବନେଶ୍ବରରେ ଏହି ଉତ୍ସବର ଆୟୋଜନ କରାଯାଇଥାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଉତ୍ସବର ଆୟୋଜନ କରାଯାଇଥାଏ ବୋଲି ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଓ ସଂସ୍କୃତିର ଶିଳ୍ପୀଙ୍କ ଆର୍ଥିକ ଓ ସାମାଜିକ ସ୍ବୀକୃତି ପାଇଁ ଏହା ଆଉ ଏକ ପ୍ରୟାସ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଗଣବାଦ୍ୟ ଓ କୋରାପୁଟ ଜିଲ୍ଲାର ଦରୁଆ ଜନଜାତିର ଢେମଶା ନୃତ୍ୟ ଓ ସଙ୍ଗୀତରେ ରବୀନ୍ଦ୍ରମଣ୍ଡପ ର ପ୍ରେକ୍ଷାଳୟ ଦୁଲୁକୁଥିଲା ।ଆଉ ସେହି ପରିବେଶର ରୋମାଞ୍ଚ ଉପସ୍ଥିତ ଦର୍ଶକଙ୍କୁ ପୁଲକିତ କରୁଥିବା ଲକ୍ଷ କରାଯାଇଛି।

Body:ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ର ଲୋକକଳା ଓ ଲୋକ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦେଶ୍ୟରେ ପ୍ରତିମାସରେ ଗୋଟିଏ ଦିନ ରାଜଧାନୀ ଭୁବନେଶ୍ୱରରେ ଏହି ଉତ୍ସବ ର ଆୟୋଜନ କରାଯାଇଥାଏ।ଯେଉଁଥିରେ ସାରା ରାଜ୍ୟରେ ଥିବା ଲୋକ କଳାକୁ ପରିଚିତ କରାଇବା ଉଦେଶ୍ୟରେ ଏହିଭଳି ଆୟୋଜନ କରାଯାଉଥିବା ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।ଯାହାକି ମୁଖ୍ୟମନ୍ତ୍ରୀ ଙ୍କ ଲୋକକଳା ଓ ସଂସ୍କୃତିର ଶିଳ୍ପୀମାନଙ୍କ ଆର୍ଥିକ ଓ ସାମାଜିକ ସ୍ୱୀକୃତି ପାଇଁ ଏକ ପ୍ରୟାସ ବୋଲି ସେକହିଛନ୍ତି।ଯାହାର ପ୍ରୟୋଗ ସ୍ୱରୂପ ଆଜି ଏହି ଦୁଇଟି ଲୋକକଳା ପ୍ରଦର୍ଶିତ ହୋଇଥିବା ସେ କହିଛନ୍ତି।
ବାଇଟ -ସଚିବ-ମନୋରଞ୍ଜନ ପାଣିଗ୍ରାହୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.