ETV Bharat / city

ଆଜି 98 ନୂଆ ପଜିଟିଭ, ଜଣେ ମୃତ

author img

By

Published : Mar 21, 2021, 2:42 PM IST

ରାଜ୍ୟରେ ପୁଣି ବଢୁଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ 98 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 98 ନୂଆ ପଜିଟିଭ
ଆଜି 98 ନୂଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ କୋରୋନା ସଂକ୍ରମଣ କମୁଥିବା ବେଳେ କିଛି ଦିନ ହେବ ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଆଜି ରାଜ୍ୟରେ 98 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହା ସହିତ କୋରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 58 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 40ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 4 ଜଣ, ବାଲେଶ୍ବରରୁ 4 ଜଣ, ବରଗଡରୁ 5 ଜଣ, କଟକରୁ 9 ଜଣ, ବଲାଙ୍ଗୀରରୁ 7 ଜଣ, ଭଦ୍ରକରୁ 6 ଜଣ, ଦେଓଗଡରୁ 2 ଜଣ, ଯାଜପୁରରୁ 3 ଜଣ, ଝାରସୁଗୁଡାରୁ 3 ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡାରୁ ଜଣେ, କୋରାପୁଟରୁ 3 ଜଣ, ମୟୂରଭଞ୍ଜରୁ 8 ଜଣ, ନବରଙ୍ଗପୁରରୁ 2ଜଣ, ନୂଆପଡାରୁ 3 ଜଣ, ପୁରୀରୁ 5 ଜଣ, ରାୟଗଡାରୁ 3 ଜଣ, ଖୋର୍ଦ୍ଧାରୁ 15 ଜଣ, ରାୟଗଡାରୁ 3 ଜଣ, ସମ୍ବଲପୁରରୁ 2ଜଣ, ସୁନ୍ଦରଗଡରୁ 7 ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 3 ଜଣ ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 87,88,844 ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ରାଜ୍ୟରେ ମୋଟ 3,36,066 ଜଣ କୋରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଏବେ ରାଜ୍ୟରେ 779ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.