ETV Bharat / city

ରାଜ୍ୟରୁ ଦିନକରେ 8839 ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

author img

By

Published : Jun 3, 2021, 9:11 AM IST

ରାଜ୍ୟରେ ଗତ24 ଘଣ୍ଟାରେ ପୁଣି 8 ହଜାର 839କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

ରାଜ୍ୟରେ କମୁନି ସଂକ୍ରମଣ, ଦିନକରେ 8839 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ । ଗତ24 ଘଣ୍ଟାରେ ପୁଣି 8 ହଜାର 839କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 4948 ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ 3891 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1235 ଚିହ୍ନଟ ହୋଇଥିବା ବେଳେ , ଅନୁଗୋଳରୁ 414, ବାଲେଶ୍ବରରୁ 395, ବରଗଡ଼ରୁ 193, ଭଦ୍ରକରୁ 419, ବଲାଙ୍ଗୀରରୁ 89, ବୌଦ୍ଧରୁ 179, କଟକରୁ 769, ଦେବଗଡ଼ରୁ 84, ଢେଙ୍କାନାଳରୁ 510, ଗଜପତିରୁ 52, ଗଞ୍ଜାମରୁ 196, ଜଗତସିଂହପୁରରୁ 317, ଯାଜପୁରରୁ 493 ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଝାରସୁଗୁଡ଼ାରୁ 121, କଳାହାଣ୍ଡିରୁ 145, କନ୍ଧମାଳରୁ 58, କେନ୍ଦ୍ରାପଡ଼ାରୁ 302, କେନ୍ଦୁଝରରୁ 188, , କୋରାପୁଟରୁ 99 , ମାଲକାନଗିରିରୁ 85, ମୟୂରଭଞ୍ଜରୁ 583, ନବରଙ୍ଗପୁରରୁ 129, ନୟାଗଡ଼ରୁ 246, ନୂଆପଡ଼ାରୁ 34, ପୁରୀରୁ 438, ରାୟଗଡ଼ାରୁ 216, ସମ୍ବଲପୁରରୁ 194, ସୋନପୁରରୁ 118, ସୁନ୍ଦରଗଡ଼ରୁ 338, ଏବଂ ଷ୍ଟେଟ୍‌ ପୁଲ୍‌ରୁ 200 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 90 ହଜାର 970ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.