ETV Bharat / city

ରାଜ୍ୟରୁ ଦିନକରେ 8313 ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ - କୋରୋନା ଆକ୍ରାନ୍ତ

ରାଜ୍ୟରେ ଗତ 24 ଘଣ୍ଟାରେ 8 ହଜାର 313 କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

କୋରୋନାରେ ଲାଗୁନି ବ୍ରେକ : ଦିନକରେ ଚିହ୍ନଟ ହେଲେ 8313 ପଜିଟିଭ

author img

By

Published : May 31, 2021, 9:07 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ । ରବିବାର 9ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ24 ଘଣ୍ଟାରେ ପୁଣି 8 ହଜାର 313 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 4655 ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ 3658 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 974, ଅନୁଗୋଳରୁ 505, ବାଲେଶ୍ବରରୁ 452, ବରଗଡ଼ରୁ 279, ଭଦ୍ରକରୁ 117, ବଲାଙ୍ଗୀରରୁ 119, ବୌଦ୍ଧରୁ 209, କଟକରୁ 593, ଦେବଗଡ଼ରୁ 55, ଢେଙ୍କାନାଳରୁ 407, ଗଜପତିରୁ 85, ଗଞ୍ଜାମରୁ 129, ଜଗତସିଂହପୁରରୁ 280, ଯାଜପୁରରୁ 354 ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଝାରସୁଗୁଡ଼ାରୁ 111, କଳାହାଣ୍ଡିରୁ162, କନ୍ଧମାଳରୁ 90, କେନ୍ଦ୍ରାପଡ଼ାରୁ 331, କେନ୍ଦୁଝରରୁ 180, , କୋରାପୁଟରୁ 198 , ମାଲକାନଗିରିରୁ 103, ମୟୂରଭଞ୍ଜରୁ 532, ନବରଙ୍ଗପୁରରୁ 205, ନୟାଗଡ଼ରୁ 283, ନୂଆପଡ଼ାରୁ 53, ପୁରୀରୁ 405, ରାୟଗଡ଼ାରୁ 148, ସମ୍ବଲପୁରରୁ 204, ସୋନପୁରରୁ 123, ସୁନ୍ଦରଗଡ଼ରୁ 465, ଏବଂ ଷ୍ଟେଟ୍‌ ପୁଲ୍‌ରୁ 162 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 64 ହଜାର 997ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.