ETV Bharat / city

IASକୁ ପଦୋନ୍ନତି ପାଇଲେ 8 OAS

author img

By

Published : Jan 28, 2020, 6:33 PM IST

Updated : Jan 28, 2020, 11:24 PM IST

8 OSA promotion
IASକୁ ପଦୋନ୍ନତି ପାଇଲେ 8 OAS

18:28 January 28

ଭୁବନେଶ୍ବର: ଆଇଏଏସକୁ ପଦୋନ୍ନତି ପାଇଲେ 8 ଓଏଏସ ଅଫିସର। ସେମାନେ ହେଲେ ମୁରଲୀଧର ବାରିକ, ସୁଶାନ୍ତ କୁମାର ବାରିକ, ଉମାକାନ୍ତ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଶୁଭେନ୍ଦୁ କାନୁନଗୋ, ରାମକୃଷ୍ଣ ସାହୁ, ରବୀନ୍ଦ୍ର ନାଥ ସାହୁ ଓ ଚିତ୍ତରଞ୍ଜନ ମହାନ୍ତି। 

ସେପଟେ 1998 ବ୍ୟାଚ ଆଇଏଏସ ସୁରେଶ କୁମାର ବଶିଷ୍ଠ ଓଡିଶାକୁ ଫେରିଛନ୍ତି। ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେହିପରି 1998 ବ୍ୟାଚ ଆଇଏଏସ ଵିଶାଲ ଗଗନ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଏନେଇ ଓଡିଶା ସରକାରଙ୍କ ଅନୁମତି ମିଳିଛି। ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୋଗଦେବେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ 
 
Intro: ଆଇଏଏସ କୁ ପଦୋନ୍ନତି ପାଇଲେ 8 ଓଏଏସ ଅଫିସର। ସେମାନେ ହେଲେ ମୁରଲୀଧର ବାରିକ, ସୁଶାନ୍ତ କୁମାର ବାରିକ, ଉମାକାନ୍ତ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଶୁଭେନ୍ଦୁ କାନୁନଗୋ, ରାମକୃଷ୍ଣ ସାହୁ, ରବୀନ୍ଦ୍ର ନାଥ ସାହୁ, ଚିତ୍ତରଞ୍ଜନ ମହାନ୍ତି। ସେପଟେ 1998 ବ୍ୟାଚ ଆଇଏଏସ ସୁରେଶ କୁମାର ବଶିଷ୍ଠ ଓଡିଶାକୁ ଫେରିଛନ୍ତି। ସେ କେନ୍ଦ୍ରୀୟ ଡେପୁଟେସନ ରେ ଯାଇଥିଲେ। ସେହିପରି 1998 ବ୍ୟାଚ ଆଇଏଏସ ଵିଶାଲ ଗଗନ କେନ୍ଦ୍ରୀୟ ଡେପୁଟେସନ ରେ ଯିବେ। ଏନେଇ ଓଡିଶା ସରକାରଙ୍କ ଅନୁମତି ମିଳିଛି। ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୋଗଦେବେ।Body:KConclusion:
Last Updated : Jan 28, 2020, 11:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.