ETV Bharat / city

ରାଜ୍ୟରେ ଥମୁନି କୋରୋନା ମୃତ୍ୟୁହାର, ଆଜି ପୁଣି 8 ମୃତ

author img

By

Published : Aug 20, 2020, 12:02 PM IST

ରାଜ୍ୟରେ କୋରୋନା ମୃତ୍ୟୁ ହାରରେ ଲାଗୁନି ବ୍ରେକ । ଆଜି ପୁଣି 8 ଜୀବନ ନେଲା କୋରୋନା । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଥମୁନି କୋରୋନା ମୃତ୍ୟୁ ହାର, ଆଜି ପୁଣି 8 ମୃତ

ଭୁବନେଶ୍ୱର: ରାଜ୍ୟରେ କୋରୋନା ମୃତ୍ୟୁ ହାରରେ ଲାଗୁନି ବ୍ରେକ । ଆଜି ପୁଣି 8 ଜୀବନ ନେଲା କୋରୋନା । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱରର 59 ବର୍ଷର ପୁରୁଷ, କଟକର 82 ବର୍ଷର ପୁରୁଷ, ଢେଙ୍କାନାଳର 58 ବର୍ଷର ପୁରୁଷ, ଗଞ୍ଜାମର 57 ବର୍ଷର ମହିଳା, 48 ବର୍ଷର ପୁରୁଷ, 82 ବର୍ଷର ପୁରୁଷ , 62 ବର୍ଷର ପୁରୁଷ, ପୁରୀର 76 ବର୍ଷର ମହିଳା କୋରୋନାରେ ପ୍ରାଣ ହରାଇଛନ୍ତି । ସମସ୍ତେ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଏବେ ମୋଟ 70,020 ଟି ପଜିଟିଭ ମାମଲା ଥିବା ବେଳେ 22,651 ଆକ୍ଟିଭ ମାମଲା ରହିଛି । 46,935 ସୁସ୍ଥ ହୋଇ ଫେରିଛନ୍ତି । ଏବେ ସୁଦ୍ଧା ମୋଟ 11,15, 947 ଟେଷ୍ଟ ସରିଲାଣି ।

@H&FW

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.