ETV Bharat / city

ରାଜ୍ୟରେ ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି - 755 more corona positive found from odisha today

ରାଜ୍ୟରେ ହୁ ହୁ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି 23 ଜିଲ୍ଲାରୁ 755 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 508 କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 247 ସ୍ଥାନୀୟ ଅଞ୍ଚଳରୁ ହୋଇଥିବା ସୂଚନା ରହିଛି । ଏଥିସହିତ 4 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ରାଜ୍ୟରେ ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି

author img

By

Published : Jul 10, 2020, 11:20 AM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଶୁକ୍ରବାର ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 508 କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 247 ସ୍ଥାନୀୟ ଅଞ୍ଚଳରୁ ହୋଇଥିବା ସୂଚନା ରହିଛି । ଆଉ 4 ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା 56ରେ ପହଞ୍ଚିଛି ।

ରାଜ୍ୟରେ ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି
ରାଜ୍ୟରେ ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି

ଏବେ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 11 ହଜାର ଟପିଛି । ଗଞ୍ଜାମରେ ସର୍ବାଧିକ 320 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଅନୁଗୋଳରେ 3 , ବାଲେଶ୍ବରରେ 9, ବରଗଡରେ 1, ଭଦ୍ରକରେ 2, ବଲାଙ୍ଗୀରରେ 12, କଟକରେ 55, ଦେବଗଡ ଓ ଢେଙ୍କାନାଳରେ 4, ଗଜପତିରେ 30, ଜଗତସିଂହପୁରରେ 5, ଯାଜପୁରରେ 86, କନ୍ଧମାଳରେ 2, କେନ୍ଦ୍ରାପଡାରେ 5, କେନ୍ଧୁଝରରେ 32, ଖୋର୍ଦ୍ଧାରେ 59, କୋରାପୁଟରେ 5, ମାଲକାନଗିରିରେ 18, ମୟୂରଭଞ୍ଜରେ 12, ନୟାଗଡରେ 16, ପୁରୀରେ 11, ସମ୍ବଲପୁରରେ 2 ଓ ସୁନ୍ଦରଗଡ ରେ 62 ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 11956ରେ ପହଞ୍ଚିଥିବା ବେଳେ 7407 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏତିକି ବେଳେ ମୋଟ ସକ୍ରିୟ ମାମଲା 4476 ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.