ETV Bharat / city

7 ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ କାଳିଆ ଛାତ୍ରବୃତ୍ତି - କାଳିଆ ଛାତ୍ରବୃତ୍ତି

ଚାଷୀଙ୍କ ମେଧାବୀ ସନ୍ତାନ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର କାଳିଆ ଛାତ୍ରବୃତ୍ତି ମଧ୍ୟ କରିଛନ୍ତି । ଏହି ଛାତ୍ରବୃତ୍ତି ପାଇଁ ରାଜ୍ୟର 187ଟି କଲେଜରୁ ଆବେଦନ ପତ୍ର ଆସିଥିଲା । 19,247 ଜଣ ଏଥିପାଇଁ ଆବେଦନ କରିଥିବା ବେଳେ 7,257 ପିଲାଙ୍କୁ ଏଥିପାଇଁ ମଞ୍ଜୁରୀ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 22, 2019, 7:10 PM IST

ଭୁବନେଶ୍ବର: ରାଜ୍ୟର ଚାଷୀଙ୍କୁ ଆର୍ଥିକ ସଶକ୍ତି କରିବା ସହିତ କୃଷିର ବିକାଶ ଓ ଅଭିବୃଦ୍ଧି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ମେଧାବୀ ସନ୍ତାନ ତଥା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର କାଳିଆ ଛାତ୍ରବୃତ୍ତି ମଧ୍ୟ କରିଛନ୍ତି । ଏହି ବୃତ୍ତି ପାଇଁ ଆବେଦନକାରୀଙ୍କ ସଂଖ୍ୟା ବଢୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ 187ଟି କଲେଜରୁ ଆବେଦନ ପତ୍ର ଆସିଥିଲା । କାଳିଆ ଛାତ୍ରବୃତ୍ତି ପାଇଁ 19,247 ଜଣ ଆବେଦନ କରିଥିଲେ । ତନ୍ମଧ୍ୟରୁ 7,257 ପିଲାଙ୍କୁ ଏଥିପାଇଁ ମଞ୍ଜୁରୀ ମିଳିଛି । ନୋଡ଼ାଲ ଅଫିସରଙ୍କ ଜରିଆରେ 662 ଆବେଦନକୁ ମଧ୍ୟ ଅନୁମୋଦନ ମିଳିସାରିଛି । ଖୁବ ଶୀଘ୍ର ବାକି ଆବେଦନକାରୀଙ୍କ ଯାଞ୍ଚ ଶେଷ କରିବାକୁ କୃଷିମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କାଳିଆ ଯୋଜନାରେ ବୃତ୍ତି ପାଇଁ ବଢୁଛି ଆବେଦନକାରୀଙ୍କ ସଂଖ୍ୟା। ଯୋଜନାରେ ହିତାଧିକାରୀଙ୍କ ପିଲାଙ୍କୁ ସରକାର ଉଚ୍ଚଶିକ୍ଷା ପାଇଁ ବୃତ୍ତି ଵ୍ୟଵସ୍ଥା କରିଛନ୍ତି। ସରକାରୀ ତଥ୍ୟରୁ ଜଣାପଡିଛି, ରାଜ୍ୟର ମୋଟ 187 କଲେଜରେ ଆବେଦନ କରାଯାଇଛି। ଏପର୍ଯ୍ୟନ୍ତ ମୋଟ 19 ହଜାର 247 ଆବେଦନ ପତ୍ର ଆସିଛ। ଏଥିମଧ୍ୟରୁ କଲେଜ ସ୍ତରରେ 7257 ଆବେଦନ ପତ୍ର ଅନୁମୋଦନ ଲାଭ କରିଛି। ଏଥିରୁ 662 ଆବେଦନପତ୍ର ନୋଡାଲ ଅଫିସର ଯାଂଚ କରି ସାରିଛନ୍ତି। ଖୁବଶୀଘ୍ର ବାକି ଆବେଦନକାରୀ ଙ୍କ ଯାଂଚ ଶେଷ କରିବାକୁ କୃଷିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏନେଇ ସମୀକ୍ଷା କରିଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ। 19247 application, 7257 approved, 662 by dno, total 187 college

Body:ବାଇଟ ଅରୁଣ ସାହୁ, କୃଷିମନ୍ତ୍ରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.