ETV Bharat / city

ରାଜ୍ୟ ବିଜେଡି ମୁଖ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

author img

By

Published : Jan 26, 2020, 11:19 AM IST

Updated : Jan 26, 2020, 1:00 PM IST

ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଏନେଇ ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଧୁମଧାମରେ ପାଳିତ ହୋଇଛି 71 ତମ ସାଧାରଣତନ୍ତ୍ର ଦିବସ । ଆଜିର ଏହି ଦିନରେ ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ସମୂହ ଜାତୀୟ ସଂଗୀତ ଗାନ କରାଯାଇଥିଲେ ।

ରାଜ୍ୟ ବିଜେଡି ମୁଖ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ
ରାଜ୍ୟ ବିଜେଡି ମୁଖ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ଦେଶ ମହାଆଡମ୍ବରରେ, ମହାସମାରୋହରେ ଆନନ୍ଦ ଉଲ୍ଲାସରେ ପାଳୁଛି 71 ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସକୁ ନେଇ ଉତ୍ସବ ମୁଖରିତ ଭାରତ ବର୍ଷ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଏନେଇ ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଧୁମଧାମରେ ପାଳିତ ହୋଇଛି 71 ତମ ସାଧାରଣତନ୍ତ୍ର ଦିବସ । ଆଜିର ଏହି ଦିନରେ ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ସମୂହ ଜାତୀୟ ସଂଗୀତ ଗାନ କରାଯାଇଥିଲା ।

ଦେଶର ଏହି ମହାପର୍ବରେ ସାମିଲ ହୋଇଛନ୍ତି ସମସ୍ତ ଦେଶବାସୀ। ସାଧାରଣତନ୍ତ୍ର ଦିବସରେ ରାଜ୍ୟ ବିଜେଡି ଅଫିସରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜେଡି ଉପସଭାପତି ଦେବୀ ମିଶ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବରିଷ୍ଠ ନତୃବୃନ୍ଦ ଉପସ୍ଥିତ ରହିଥିଲେ । ସେହପରି ଓଡିଶା ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତଙ୍କ ସମେତ ଦଳୀୟ ନେତୃବୃନ୍ଦ ଓ ପୁର୍ବତନ କର୍ପୋରେଟର ଯୋଗ ଦେଇଥିଲେ ।

ଆଜିର ଏହି ପବିତ୍ର ଦିବସରେ ଗଣତନ୍ତ୍ରର ମହାନ ପର୍ବରେ ସମସ୍ତେ ସାମିଲ ହେବା ସହ ଭାରତ ମାତାର ଜୟଗାନ କରିବାକୁ ଆହ୍ବାନ ଦେଇ କହିଛନ୍ତି ବିଜେଡିର ବରିଷ୍ଠ ନେତା ।

ଭୁବନେଶ୍ବରର ତପନ କୁମାର ଦାସ, ଇଟିଭି ଭାରତ

Intro:୭୧ ତମ ସାଧାରଣତନ୍ତ୍ର ଦିବସ ରାଜ୍ୟ ବିଜୁ ଜନତା ଦଳ କାର୍ୟ୍ୟାଳୟ ରେ ମହା ସମାରୋହରେ ପାଳିତ ହୋଇଯାଇଛି ା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ା ଏହା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲେ ା Body:ଏହି ଅବସର ରେ ବିଜୁ ଜନତା ଦଳର ସାଧାରଣ ସଂପାଦକ ସଂଜୟ ଦାସ ବର୍ମା,ବିଧାୟକ ପ୍ରଣବ ପ୍ରକାଶ ଦାସ,ବିଜେଡି ଉପସଭାପତି ଦେବି ମିଶ୍ର, ପୁର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣି,ଓଡିଶା ମୋ ପରିବାର ର ଅଧକ୍ଷ ଅରୁପ ପଟ୍ଟନାୟକ,ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ ଙ୍କ ସମେତ ଦଳିୟ ନେତୃବୃନ୍ଦ ଓ ପୁର୍ବତନ କରପୋରେଟର ଯୋଗ ଦେଇଥିଲେ ା Conclusion:ଆଜିର ଏହି ପବିତ୍ର ଦିବସରେ ଗଣତନ୍ତ୍ର ର ମହାନ ପର୍ବରେ ସମସ୍ତେ ସାମିଲ ହେବା ସହ ଭାରତ ମାତାର ଜୟଗାନ କରିବାକୁ ଆହ୍ବାନ ଦେଇ କହିଛନ୍ତି ବିଜେଡିର ବରିଷ୍ଠ ନେତା...

ବାଇଟ-ସଂଜୟ ଦାସବର୍ମା
Last Updated : Jan 26, 2020, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.