ETV Bharat / city

ଆଜି ରାଜ୍ୟରୁ 70 ନୂଆ କୋରାେନା ପଜିଟିିଭ ଚିହ୍ନଟ

author img

By

Published : Mar 7, 2021, 1:42 PM IST

ରାଜ୍ୟରେ ପୁଣି ବଢୁଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ 70 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

70 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ
70 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ କୋରୋନା ସଂକ୍ରମଣ କମୁଥିବା ବେଳେ କିଛି ଦିନ ହେବ ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଆଜି ରାଜ୍ୟରେ 70 ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 41 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 29ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 11ଜଣ, ବାଲେଶ୍ବରରୁ 6ଜଣ, ବରଗଡରୁ 1, କଟକରୁ 3ଜଣ, ଦେଓଗଡରୁ 2ଜଣ, ଢେଙ୍କାନାଳରୁ 2ଜଣ, ଯାଜପୁରରୁ 4ଜଣ, କେନ୍ଦୁଝରରୁ ଜଣେ,ଝାରସୁଗୁଡାରୁ 2ଜଣ, ଖୋର୍ଦ୍ଧାରୁ 16 ଜଣ, ପୁରୀରୁ ଜଣେ, ରାୟଗଡାରୁ 2ଜଣ, ସମ୍ବଲପୁରରୁ 3ଜଣ ,ସୁନ୍ଦରଗଡରୁ 12ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 4ଜଣ ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 8472230ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ରାଜ୍ୟରେ ମୋଟ 337744ଜଣ କୋରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଏବେ ରାଜ୍ୟରେ 884ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.