ETV Bharat / city

ଚିନ୍ତା ବଢାଉଛି ନୂଆ ଭୂତାଣୁ:7 ବ୍ରିଟେନ ଫେରନ୍ତା କୋଭିଡ ପଜିଟିଭ

author img

By

Published : Dec 31, 2020, 2:03 PM IST

ଏବେ ସୁଦ୍ଧା ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ମୋଟ 188 ଜଣ । ସେଥିରୁ 179 ଜଣ ଚିହ୍ନଟ ହୋଇଥିବାବେଳେ 160 ଜଣଙ୍କ ନମୂନା ପରୀକ୍ଷା ହୋଇସାରିଛି । ବର୍ତ୍ତମାନ ସୁଦ୍ଧା 7 ଜଣଙ୍କର କୋଭିଡ ପଜିଟିଭ ଆସିଛି । ଏହା ବ୍ରିଟେନର ନୂଆ ଷ୍ଟ୍ରେନ କି ନୁହେଁ ତାହା ଜାଣିବା ପାଇଁ 6 ଜଣଙ୍କର ଜିନ ଷ୍ଟଡ଼ି ପାଇଁ ପଠା ଯାଇଛି ।

ବର୍ତ୍ତମାନ ସୁଦ୍ଧା 7 ବ୍ରିଟେନ ଫେରନ୍ତା କୋଭିଡ ପଜିଟିଭ

ଭୁବନେଶ୍ବର:ଏବେ ସୁଦ୍ଧା ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ମୋଟ 188 ଜଣ । ସେଥିରୁ 179 ଜଣଙ୍କର ଚିହ୍ନଟ ସରିଛି । ଏମାନଙ୍କ ମଧ୍ୟରୁ 160 ଜଣଙ୍କ ନମୂନା ପରୀକ୍ଷା ହୋଇସାରିଛି । ମୋଟ ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ 204 ଜଣଙ୍କର RTPCR ଟେଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା 7 ଜଣଙ୍କର କୋଭିଡ ପଜିଟିଭ ଆସିଛି । ସେଥିରୁ ବ୍ରିଟେନ ଫେରନ୍ତା 4 ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା 3 ଜଣଙ୍କର ପଜିଟିଭ ଆସିଛି । ତେବେ ଏହା ବ୍ରିଟେନର ନୂଆ ଷ୍ଟ୍ରେନ କି ନୁହେଁ ତାହା ଜାଣିବା ପାଇଁ 6 ଜଣଙ୍କର ଜିନ ଷ୍ଟଡ଼ି ପାଇଁ ପଠା ଯାଇଛି ।

ତେବେ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ କଟକରୁ 22,ଗଞ୍ଜାମରୁ 24, ଖୋର୍ଦ୍ଧାରୁ ବିମସି ମିଶି 85, ବଲାଙ୍ଗୀରରୁ 3, ବାଲେଶ୍ବରରୁ 2, ଅନୁଗୋଳରୁ 2 ବ୍ରିଟେନ ଫେରନ୍ତା ରହିଛନ୍ତି । ରାଜ୍ୟରେ ସ୍ଥିତି ନିୟନ୍ତ୍ରଣା ଧୀନ ରହିଛି । ହସ୍ପିଟାଲରେ ମଧ୍ୟ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.