ETV Bharat / city

ରାଜ୍ୟରେ ଆଜି 643 ସୁସ୍ଥ, 14 ହଜାର ଛୁଇଁଲା ସଂଖ୍ୟା - 643 corona recovery in odisha

ଗୁରୁବାର ରାଜ୍ୟରେ 643 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 20 ଟି ଜିଲ୍ଲାରେ 643 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ରାଜ୍ୟରେ 14 ହଜାର ସୁସ୍ଥ ସଂଖ୍ୟା ଛିଉଁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ ଆଜି 643 ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ ଆଜି 643 ଆକ୍ରାନ୍ତ ସୁସ୍ଥ
author img

By

Published : Jul 23, 2020, 8:08 PM IST

ଭୁବନେଶ୍ବର: ଗୁରୁବାର ରାଜ୍ୟରେ 643 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର । ରାଜ୍ୟରେ 14 ହଜାର ସୁସ୍ଥ ସଂଖ୍ୟା ଛୁଉଁଛି । ଯାହା ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । 20 ଟି ଜିଲ୍ଲାରେ 643 ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି । ଗଞ୍ଜାମରେ ସୁସ୍ଥ ହେଲେ 407 ଜଣ, ଖୋର୍ଦ୍ଧାରେ 44, ବାଲେଶ୍ୱରରେ 31, ମୟୂରଭଞ୍ଜରେ 28, କଟକରେ 27, ଜଗତସିଂହପୁରରେ 15, ବରଗଡ ଓ କନ୍ଧମାଳରେ 14 ଜଣ, ଢେଙ୍କାନଲ ଓ କେନ୍ଦୁଝରରେ 11 ଜଣ, ଭଦ୍ରକରେ 8, ଗଜପତିରେ 6, ବଲାଙ୍ଗୀର ଓ ଝାରସୁଗୁଡାରେ 5 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଯାଜପୁର ଓ ସୁନ୍ଦରଗଡରେ 4, କେନ୍ଦ୍ରାପଡା ଓ କୋରାପୁଟରେ 3, ସମ୍ବଲପୁରରେ 2 ଓ ଅନୁଗୁଲରେ ଜଣେ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 14392 ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.