ETV Bharat / city

ଆଜି 6 ହଜାରରୁ ଉର୍ଦ୍ଧ୍ବ COVID-19 ରୋଗୀ ସୁସ୍ଥ, ଦେଖନ୍ତୁ କେଉଁ ଜିଲ୍ଲାରୁ କେତେ ...

author img

By

Published : Jun 18, 2021, 9:06 PM IST

ରାଜ୍ୟରେ ଆଉ 6252 କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ହାରକୁ ମିଶାଇ ମୋଟ 8 ଲକ୍ଷ 29 ହଜାର 851 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ..

ଆଜି 6 ହଜାରରୁ ଉର୍ଦ୍ଧ୍ବ COVID-19 ରୋଗୀ ସୁସ୍ଥ , ଦେଖନ୍ତୁ କେଉଁ ଜିଲ୍ଲାରୁ କେତେ ...
ଆଜି 6 ହଜାରରୁ ଉର୍ଦ୍ଧ୍ବ COVID-19 ରୋଗୀ ସୁସ୍ଥ , ଦେଖନ୍ତୁ କେଉଁ ଜିଲ୍ଲାରୁ କେତେ ...

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ହେଉଥିଲା ବେଳେ ସୁସ୍ଥ ହାର ମଧ୍ୟ ଦୈନିକ ବୃଦ୍ଧି ପାଉଛି । ଶୁକ୍ରବାର ରାଜ୍ୟରେ 6252 କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆଜି 30 ଟି ଜିଲ୍ଲାରେ 605 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 8 ଲକ୍ଷ 29 ହଜାର 851 ରହିଛି।

ତେବେ କେଉଁ ଜିଲ୍ଲାରେ କେତେ ହୋଇଛନ୍ତି ସୁସ୍ଥ, ଜାଣନ୍ତୁ...

  • ଖୋର୍ଦ୍ଧାରୁ 893
  • କଟକରୁ 622
  • ଯାଜପୁରରୁ Jajapur
  • ଅନୁଗୋଳରୁ 403
  • ବାଲେଶ୍ବରରୁ 373
  • ମୟୁରଭଞ୍ଜରୁ292
  • ପୁରୀରୁ 292
  • ଢେଙ୍କାନାଳରୁ 282
  • ସୁନ୍ଦରଗଡରୁ 278
  • ଭଦ୍ରକରୁ 257
  • କେନ୍ଦ୍ରାପଡାରୁ 235
  • ଜଗତସିଂହପୁରରୁ 208
  • ନବରଙ୍ଗପୁରରୁ 198
  • ବୌଦ୍ଧରୁ 152
  • କୋରାପୁଟରୁ 137
  • ରାୟଗଡାରୁ 136
  • ନୟାଗଡରୁ 120
  • ବରଗଡରୁ 119
  • କେନ୍ଦୁଝରରୁ 119
  • କନ୍ଧମାଳରୁ 80
  • ବଲାଙ୍ଗୀରରୁ 75
  • କଳାହାଣ୍ଡିରୁ 66
  • ମାଲକାନଗିରିରୁ 65
  • ସମ୍ବଲପୁରରୁ 65
  • ସୋନପୁରରୁ 56
  • ଗଞ୍ଜାମରୁ 51
  • ଗଡପତିରୁ 48
  • ଝାରସୁଗୁଡାରୁ 40
  • ନୂଆପଡାରୁ 15
  • ଦେବଗଡରୁ 12
  • ଷ୍ଟେଟ ପୁଲରୁ 157

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.