ଭୁବନେଶ୍ବର: ରାଜ୍ୟରେ ଖୋଲିବ 6ଟି ନୂଆ କୋର୍ଟ । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏନେଇ ନଗର ଉନ୍ନୟନ ପକ୍ଷରୁ ସୂଚନା ଦିଆଯାଇଛି ।
![new court](https://etvbharatimages.akamaized.net/etvbharat/prod-images/od-bbs-01-6newadcourtopen-avb-7202263_14112019121436_1411f_1573713876_1078.jpg)
କଟକ, ଭଦ୍ରକ, ବାଲେଶ୍ବରର ନିଳଗିରି, ମୟୂରଭଞ୍ଜର ଉଦଳା, କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ, ନୂଆପଡାର ଖରିଆରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲାଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ