ETV Bharat / city

ଜୁନ 2022 ସୁଦ୍ଧା ସରିବ ISBT ନିର୍ମାଣ କାର୍ଯ୍ୟ - ବରମୁଣ୍ଡା

ବିଭିନ୍ନ ଉନ୍ନୟନମୂଳକ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ 5 ଟି ସଚିବ ଭିକେ ପାଣ୍ଡିଆନ । ପୂର୍ତ୍ତସଚିବ ଡକ୍ଟର କ୍ରିଷନ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀ ପରିଦର୍ଶନ ଓ ସମୀକ୍ଷାରେ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ...

5T Secy VK Pandian visits ISBT Baramunda
ବୃହତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭିକେ.ପାଣ୍ଡିଆନ
author img

By

Published : Jul 25, 2021, 1:38 PM IST

Updated : Jul 25, 2021, 2:22 PM IST

ଭୁବନେଶ୍ବର: ରାଜଧାନୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ 5 ଟି ସଚିବ ଭିକେ ପାଣ୍ଡିଆନ । ବରମୁଣ୍ଡାରେ ନିର୍ମାଣଧିନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ସହିତ ଚନ୍ଦ୍ରଶେଖରପୁରରେ ସୁଲଭ ଗୃହ ନିର୍ମାଣ ଏବଂ ଇନଫୋସିଟି ନିକଟରେ ଇନକ୍ୟୁବେସନ ଟାଓ୍ବାର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ ।

ବୃହତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭିକେ.ପାଣ୍ଡିଆନ
ବୃହତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭିକେ.ପାଣ୍ଡିଆନ
ବୃହତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭିକେ.ପାଣ୍ଡିଆନ
ବୃହତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭିକେ.ପାଣ୍ଡିଆନ

180 କୋଟି ବ୍ୟୟରେ ବରମୁଣ୍ଡାରେ 15.5 ଏକର ଜମି ଉପରେ ISBT ନିର୍ମାଣ କରାଯାଉଛି । ଏହାକୁ ଜୁନ୍‍ 2022 ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଖଣ୍ଡଗିରିରେ ଥିବା ବସ୍‍ ଡିପୋ ମଧ୍ୟ 300 ବସ ପାର୍କିଂ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପର ଏକ ଅଂଶବିଶେଷ । କାର୍ଯ୍ୟଗୁଡିକର ଗୁଣବର୍ତ୍ତା ବଜାୟ ରଖିବା ଏବଂ ସମୟସୀମା ଅନୁଯାୟୀ ସମାପ୍ତି ଉପରେ ପାଣ୍ଡିଆନ ଗୁରୁତ୍ବାରୋପ କରିଛନ୍ତି । ପୂର୍ତ୍ତସଚିବ ଡକ୍ଟର କ୍ରିଷନ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀ ପରିଦର୍ଶନ ଓ ସମୀକ୍ଷାରେ ଉପସ୍ଥିତ ଥିଲେ ।

ଜୟଦେବ ବିହାର-ପଟିଆ ରାସ୍ତାରେ ଟ୍ରାଫିକ ଭିଡ ହ୍ରାସ କରିବାକୁ ସମାନ୍ତରାଳ ପ୍ରକଳ୍ପ ପୂର୍ତ୍ତ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଛି । ଏହି ରାସ୍ତାଟି ସିଆରପିଏଫ୍‍ ଛକରୁ ଇନଷ୍ଟିଟ୍ୟୁଟ ଅଫ୍‍ ମ୍ୟାଥମେଟିକ୍ସ ସହିତ ସଂଯୋଗ ହେବ । ନିର୍ମାଣ ପାଇଁ ମୋଟ୍‍ 13.6 କିଲୋମିଟର ରାସ୍ତା ଆକଳନ କରାଯାଇଛି । ଜମି ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ 5-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିଡିଏ ପିପିପି ଆଧାରରେ ଚନ୍ଦ୍ରଶେଖରପୁରରେ ସୁଲଭ ଗୃହ ନିର୍ମାଣ ପ୍ରକଳ୍ପ ପ୍ରତିଷ୍ଠା କରୁଛି । 2600 ଘର ବିଶିଷ୍ଟ ଏହି ପ୍ରକଳ୍ପ 20.21 ଏକରରୁ ଅଧିକ କ୍ଷେତ୍ରରୁ ଆସୁଛି । ସେଥିରୁ 6.5 ଏକର ପିପିପି ଭାଗିଦାରଙ୍କ ବିକାଶ ପାଇଁ ରହିଛି । ଏହି କଲୋନିରେ ପ୍ରାଥମିକ ବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର, ସପିଙ୍ଗ ଏରିଆ, ଖେଳ ପଡିଆ ଆଦିର ସୁବିଧା ରହିବ ।

ଏହି ପ୍ରକଳ୍ପ ସେପ୍ଟେମ୍ବର 2022 ସୁଦ୍ଧା ଦୁଇ ପର୍ଯ୍ୟାୟରେ ଶେଷ ହେବ । ଏହି ପ୍ରକଳ୍ପରେ ଘର ଆବଣ୍ଟନ ଯେଭଳି ଶୀଘ୍ର ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ଇନଫୋସିଟି ନିକଟରେ ଥିବା ଇନକ୍ୟୁବେସନ ଟାଓ୍ବାରକୁ 221 କୋଟି ଟଙ୍କା ମୂଲ୍ୟରେ ଇଡ୍‍କୋ ଦ୍ବାରା ନିର୍ମାଣ କରାଯାଉଛି । ଦୁଇଟି ବେସମେଣ୍ଟ ଫ୍ଲୋର ସହିତ ଦୁଇଟି 12 ମହଲା କୋଠା ହେଉଛି । ଯାହାର ନିର୍ମାଣ କ୍ଷେତ୍ର 3.36 ଲକ୍ଷ ବର୍ଗଫୁଟ ରହିବ । ଷ୍ଟାର୍ଟ ଅପ୍‍ ଓ ହବ୍‍ ପାଇଁ 5 ମହଲା ଏବଂ 67,594 ବର୍ଗଫୁଟ ଅଞ୍ଚଳ ଏହି ପ୍ରକଳ୍ପର ଅଂଶ ହେବ ।

ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପକାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରହିଛି । ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ 5-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷାରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‍ସି କମିଶନର ସଞ୍ଜୟ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ଇଡ୍‍କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୂପିନ୍ଦର ପୁନିଆ ଏବଂ ପ୍ରକଳ୍ପର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 25, 2021, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.