ETV Bharat / city

ରାଜଧାନୀରେ ଅସମ୍ଭାଳ କୋରୋନା, ଗୁରୁବାର 570 ଆକ୍ରାନ୍ତ - bbsr

ରାଜଧାନୀରେ କୋରୋନା ହେଲାଣି ଅସମ୍ଭାଳ। ଦିନକୁ ଦିନ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ଭୁବନେଶ୍ୱରରେ ଗୁରୁବାର 570 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ..

ରାଜଧାନୀରେ ଅସମ୍ଭାଳ କୋରୋନା, ଗୁରୁବାର 570 ଆକ୍ରାନ୍ତ

author img

By

Published : Sep 3, 2020, 8:46 PM IST

ଭୁବନେଶ୍ବର: ରାଜଧାନୀରେ କୋରୋନା ହେଲାଣି ଅସମ୍ଭାଳ। ଦିନକୁ ଦିନ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ଚିହ୍ନଟ ହୋଇଛି । ଯାହା ଫଳରେ ଭୁବନେଶ୍ୱରରେ ଗୁରୁବାର 570 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ହୋମ କ୍ଵାରେଣ୍ଟାଇନରେ 221 ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି 359 ଓ ସୁସ୍ଥ ହୋଇଛନ୍ତି 316 ଜଣ ।

ହୋମ କ୍ଵାରେଣ୍ଟାଇନରୁ 11 ଜଣ ଆଇଆରସି ଭିଲେଜ ଅଂଚଳର, 5 ଜଣ ପଥର ବନ୍ଧ, 6 ଜଣ ଭି ଏସ ଏସ ନଗର, 3 ଜଣ ୟୁନିଟ 6, 5 ଜଣ ଚକେଇସିଆଣି, 3 ଜଣ ପ୍ରାଚୀ ବିହାର, 4 ଜଣ ନୀଳାଦ୍ରି ବିହାର, 4 ଜଣ ଚନ୍ଦ୍ରଶେଖରପୁର, 4 ଜଣ ନୟାପାଲି, 4 ଜଣ ହସ୍ପିଟାଲ କର୍ମଚାରୀ, 5 ଜଣ ଫରେଷ୍ଟ ପାର୍କ, 5 ଜଣ ପୋଲିସ କର୍ମଚାରୀ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ଥାନୀୟ ସଂକ୍ରମଣରେ 7 ଜଣ 7ମ ବାଟାଲିୟନ, 5 ଜଣ ବରମୁଣ୍ଡା, 3 ଜଣ ଭରତପୁର, 7 ଜଣ ନୟାପାଲି, 12 ଜଣ ପଟିଆ ଅଂଚଳର, 7 ଜଣ ସହିଦ ନଗର, 7 ଜଣ ମହାବୀର ବସ୍ତି, 6 ଜଣ ଓଲଡ଼ ଟାଉନ, 4 ଜଣ ସତ୍ୟ ବିହାର, 8 ଜଣ ଖଣ୍ଡଗିରି, 7 ଜଣ ଜୟଦେବ ବିହାର, 5 ଜଣ ରସୁଲଗଡ, 10 ଜଣ ଶୈଳେଶ୍ରୀ ବିହାର, 7 ଜଣ ୟୁନିଟ 8 ଅଂଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ସେପଟେ ଭୁବନେଶ୍ୱରରେ ସୁସ୍ଥ ହୋଇଛନ୍ତି 316 ଜଣ । ରାଜଧାନୀ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 11,843 ଜଣ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 7251 ଜଣ । ଏବେ ମଧ୍ୟ ରାଜଧାନୀରେ 4535 ସକ୍ରିୟ ମାମଲା ରହିଥିବାବେଳେ ମୃତ୍ୟୁ ସଂଖ୍ୟା ଛୁଇଁଛି 45।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.