ETV Bharat / city

ଦିନକରେ 5634 ଆକ୍ରାନ୍ତ ସୁସ୍ଥ

author img

By

Published : May 1, 2021, 7:58 PM IST

ଆଜି ରାଜ୍ୟରେ 5 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ । ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ ପାର । ଅଧିକ ପଢନ୍ତୁ....

ଦିନକରେ 5634 ଆକ୍ରାନ୍ତ ସୁସ୍ଥ
ଦିନକରେ 5634 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଦିନକରେ ରାଜ୍ୟରୁ 5 ହଜାର 634 ଆକ୍ରାନ୍ତ ସୁସ୍ଥ । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1146 ଜଣ ସୁସ୍ଥ ହୋଇ ଥିବାବେଳେ କଳାହାଣ୍ଡିରୁ 451 ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ 426, କଟକରୁ 367, ନୂଆପଡାରୁ 318, ପୁରୀରୁ 305, ନବରଙ୍ଗପୁରରୁ 252, ସମ୍ବଲପୁରରୁ 229, ବଲାଙ୍ଗୀରରୁ 209, କେନ୍ଦୁଝରରୁ 192, ଝାରସୁଗୁଡାରୁ 176, ଗଞ୍ଜାମରୁ 153, ସୋନପୁରରୁ 129, ଯାଜପୁର ଏବଂ ମୟୂରଭଞ୍ଜରୁ 115, ରାୟଗଡାରୁ 108, ବରଗଡରୁ 89, ବାଲେଶ୍ବରରୁ 78, ଅନୁଗୋଳରୁ 72, ଭଦ୍ରକରୁ 71, ଗଜପତିରୁ 69, ନୟାଗଡରୁ 68, ଦେବଗଡରୁ 67, କୋରାପୁଟରୁ 48, ଜଗତସିହଂପୁରରୁ 47, କେନ୍ଦ୍ରାପଡାରୁ 41, କନ୍ଧମାଳରୁ 26, ବୌଦ୍ଧରୁ 13, ମାଲକାନଗିରିରୁ 9 ଏବଂ ଢେଙ୍କାନାଳରୁ 6 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଷ୍ଟେଟ ପୋଲରୁ 239 ଜଣ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 91 ହଜାର 48 ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.