ETV Bharat / city

ଗୁରୁ ନାନକ ଜୟନ୍ତୀ ପାଇଁ ଚଳଚଞ୍ଚଳ ରାଜଧାନୀ

author img

By

Published : Nov 12, 2019, 3:10 PM IST

ଗୁରୁ ନାନକଙ୍କ 550ତମ ଜୟନ୍ତୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ । ଭୁବନେଶ୍ବର ସ୍ଥିତ ଗୁରୁଦ୍ବାରରେ ଆଜି ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଗୁରୁ ନାନକଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ବର: ଆଜି ହେଉଛି ଶିଖ୍ ଧର୍ମଗୁରୁ ନାନକଙ୍କ 550ତମ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାମମନ୍ଦିର ନିକଟସ୍ଥ ଗୁରୁଦ୍ବାରା । ଗୁରୁ ନାନକଙ୍କ ଜୟନ୍ତୀ ପାଇଁ ଗୁରୁଦ୍ବାରାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଗୁରୁ ନାନକଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ରାଜଧାନୀ

ଶିଖ୍ ଧର୍ମାବଲମ୍ବୀ ମାନେ ଗୁରୁଦ୍ବାରରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ଆଜି ଭଳି ପବିତ୍ର ଦିନରେ ଗୁରୁଦ୍ବାରାରେ ସମସ୍ତଙ୍କ ପାଇଁ ଖାଦ୍ୟ ଗ୍ରହଣର ବ୍ୟବସ୍ଥା କରାଯାଇଛି । କେବଳ ଶିଖ୍ ଧର୍ମାବଲମ୍ବୀ ନୁହେଁ ସମସ୍ତେ ଗୁରୁ ନାନକଙ୍କ ପୂଜା କରିବା ସହ ଲଙ୍ଗର ଖାଇବାର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆଜି ହେଉଛି ଶିକଧର୍ମ ଗୁରୁ ନାନକ ଜୟନ୍ତୀ ,ଏହି ଅବସର ରେ ଆଜି ଭୁବନେଶ୍ୱର ରାମ ମନ୍ଦିର ନିକଟସ୍ତ ଗୁରୁଦ୍ୱାରା ଚଳଚଞ୍ଚଳ ହୋଇ ଉଠିଛି। ଆଜି ସକାଳୁ ଶିକ ଧର୍ମ ର ଅନେକ ଲୋକ ଆଜି ଗୁରୁଦ୍ୱାରା ରେ ଏକତ୍ରିତ ହୋଇ ନିଜର ପୂଜା ଅର୍ଚ୍ଚନା କରିଛନ୍ତି। ଅନ୍ୟ ପଟେ ଆଜି ଦିନ ତମାମ ଗରିବ ଠାରୁ ଧନୀ ସଭିଙ୍କ ପାଇଁ ମାଗଣା ଖାଦ୍ୟ ର ବ୍ୟବସ୍ତା ମଧ୍ୟ କରାଯାଇଛି।କେବଳ ଯେ ଶିକ ଧର୍ମ ର ଲୋକେ ନୁହେଁ ସବୁ ଧର୍ମର ଲୋକେ ଆସି ଗୁରୁ ନାନକ ଙ୍କୁ ପୂଜା କରିବା ସହ ଲଙ୍ଗର ରେ ବସି ପ୍ରସାଦ ସେବନ କରିପାରିବାର ସୁବିଧା ରହିଛି। ଶିକଧର୍ମ ଗୁରୁ ନାନକ ଜୟନ୍ତୀ ଙ୍କ ଏହା 550 ତମ ପ୍ରକାଶ ଜୟନ୍ତୀ ଅଟେ।Body:ଆଜି ହେଉଛି ଶିକଧର୍ମ ଗୁରୁ ନାନକ ଜୟନ୍ତୀ ,ଏହି ଅବସର ରେ ଆଜି ଭୁବନେଶ୍ୱର ରାମ ମନ୍ଦିର ନିକଟସ୍ତ ଗୁରୁଦ୍ୱାରା ଚଳଚଞ୍ଚଳ ହୋଇ ଉଠିଛି। ଆଜି ସକାଳୁ ଶିକ ଧର୍ମ ର ଅନେକ ଲୋକ ଆଜି ଗୁରୁଦ୍ୱାରା ରେ ଏକତ୍ରିତ ହୋଇ ନିଜର ପୂଜା ଅର୍ଚ୍ଚନା କରିଛନ୍ତି। ଅନ୍ୟ ପଟେ ଆଜି ଦିନ ତମାମ ଗରିବ ଠାରୁ ଧନୀ ସଭିଙ୍କ ପାଇଁ ମାଗଣା ଖାଦ୍ୟ ର ବ୍ୟବସ୍ତା ମଧ୍ୟ କରାଯାଇଛି।କେବଳ ଯେ ଶିକ ଧର୍ମ ର ଲୋକେ ନୁହେଁ ସବୁ ଧର୍ମର ଲୋକେ ଆସି ଗୁରୁ ନାନକ ଙ୍କୁ ପୂଜା କରିବା ସହ ଲଙ୍ଗର ରେ ବସି ପ୍ରସାଦ ସେବନ କରିପାରିବାର ସୁବିଧା ରହିଛି। ଶିକଧର୍ମ ଗୁରୁ ନାନକ ଜୟନ୍ତୀ ଙ୍କ ଏହା 550 ତମ ପ୍ରକାଶ ଜୟନ୍ତୀ ଅଟେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.