ETV Bharat / city

ରାଜ୍ୟରେ 53ଜଣଙ୍କୁ ମିଳିଲା ପୋଲିସ ପଦକ

author img

By

Published : Aug 15, 2019, 3:24 PM IST

Updated : Aug 15, 2019, 10:54 PM IST

ଜୟଦେବ ଭବନରେ ପୋଲିସ ଅଧିକାରୀଙ୍କୁ ପଦକ ଦେଇ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାହସିକତା, ପ୍ରଶଂସନୀୟ ଓ ଉଲ୍ଲେଖନୀୟ ସେବା ପାଇଁ ମିଳିଲା ଏହି ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର 53 ଜଣଙ୍କୁ ମିଳିଲା ପୋଲିସ ପଦକ।

ଫଟୋ ସୌଜନ୍ୟ: ସମ୍ବାଦାତା, ଭୁବନେଶ୍ବର

ଭୁବନେଶ୍ବର: 73 ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟର 53 ଜଣ ପୋଲିସ କର୍ମଚାରୀଙ୍କୁ ମିଳିଛି ସେବା ପଦକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି ଏହି ପଦକ । ଜୟଦେବ ଭବନରେ ପୋଲିସ ଅଧିକାରୀଙ୍କୁ ପଦକ ଦେଇ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାହସିକତା, ପ୍ରଶଂସନୀୟ ଓ ଉଲ୍ଲେଖନୀୟ ସେବା ପାଇଁ ମିଳିଲା ଏହି ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସାହସିକତା ପାଇଁ ପଦକ ପାଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ହେଉଛନ୍ତି ରାଉରକେଲା ପୋଲିସ ଜିଲାର ଏଏସ୍‌ଆଇ ସୁନୀଲ କୁମାର ନନ୍ଦ, ହାବିଲଦାର୍‌ କମଳେନ୍ଦୁ ଷଡଙ୍ଗୀ, କନ୍‌ଷ୍ଟେବଳ ମଦନ କିଷାନ, କନ୍‌ଷ୍ଟେବଳ ଆଥନାସିୟାସ୍‌ ଜୋଜୋ, କନ୍‌ଷ୍ଟେବଳ ମୁକେଶ କୁମାର ବ୍ରହ୍ମା, କଟକ ଷଷ୍ଠ ବାଟାଲିୟନର ସୁବେଦାର୍‌ ବିଦ୍ୟାଧର ସେଠୀ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ବିଶାଲ୍‌ ବୋମ୍‌ଜାନ, ଏସ୍‌ଓଜି ହାବିଲଦାର ଧ୍ରୁବ ବାହାଦୁର ବାସ୍‌ନେଟ୍‌,ଏସ୍‌ଓଜି କମାଣ୍ଡୋ ରାଜେନ୍ଦ୍ର ମଲ୍ଲ, କୋରାପୁଟର ଅତିରିକ୍ତ ଏସ୍‌ପି ନିରଞ୍ଜନ ସାହୁ, ହାବିଲଦାର କେଶବ ସୀସା, ହାବିଲଦାର ଜିତେନ୍ଦ୍ର କୁମାର ଦାସ, କନ୍‌ଷ୍ଟେବଳ ସିନିୟା ଶେଖର ବେପାରି, କୋରାପୁଟର କନଷ୍ଟେବଳ ଉଦ୍ଧବ ଚାଲାଣ, ଏସ୍‌ଓଜି କନ୍‌ଷ୍ଟେବଳ କାହ୍ନୁଚରଣ ମାଝି, କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ, ଏସ୍‌ଓଜି ସୁବେଦାର୍‌ ରବୀନ୍ଦ୍ର ଶବର, ଏସ୍‌ଓଜି ସୁବେଦାର ଅଶୋକ କୁମାର ରଥ, ଏସ୍‌ଓଜି କମାଣ୍ଡୋ ଧନଞ୍ଜୟ ବରାଡ, ଏସ୍‌ଓଜି କମାଣ୍ଡୋ କୃଷ୍ଣଚନ୍ଦ୍ର ପିଙ୍ଗ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ସନ୍ତୋଷ କୁମାର ଧାନ୍‌, କନ୍ଧମାଳ ଓଏପିଏଫ୍‌ ଜଗନ୍ନାଥ କହଁର କନଷ୍ଟେବଳ ମଧୁସୂଦନ ମଲ୍ଲିକ।

ସେହିପରି ରାଷ୍ଟ୍ରପତି ପୋଲିସ ପଦ ପାଇଛନ୍ତି ଦୁଇ ପୋଲିସ ଅଧିକାରୀ ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଡିଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ଓ ଭୁବନେଶ୍ୱର ଜୋନ୍‌-୧ ଏସିପି ଅସୀମ କୁମାର ପଣ୍ଡା।

ସେହିଭଳି ମେରିଟାରିୟସ ସେବା ପଦକ ପାଇବେ ଢେଙ୍କାନାଳ ଓଏସ୍‌ଏପି ପ୍ରଥମ ବାଟାଲିୟନ କମାଣ୍ଡାଣ୍ଟ ନବ କିଶାର ଦାସ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଡିଏସ୍‌ପି ଅଶୋକ କୁମାର ଦେଓ, ଭୁବନେଶ୍ୱର ଏସିପି (ସିକ୍ୟୁରିଟି) ଏସ୍‌.ଏସ୍‌ ବି.ଏନ. ପ୍ରଫୁଲ୍ଲ କୁମାର ସିଂହ, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ, ଭୁବନେଶ୍ୱର ଇଓଡବ୍ଲ୍ୟୁ ଓ ସିଆଇଡି ସିବିର ଭାରପ୍ରାପ୍ତ ଡିଏସପି ସ୍ନିଗ୍ଧା ଭଞ୍ଜ, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଏସ୍‌ଆଇ ବ୍ରହ୍ମାନନ୍ଦ ପଣ୍ଡା, ସମ୍ବଲପୁର ଜିଲାର ଏଏସ୍‌ଆଇ କୈଳାସଚନ୍ଦ୍ର ପ୍ରଧାନ, ଝାରସୁଗୁଡ଼ାର ହାବିଲଦାର ଆଲେକ୍‌ଜାଣ୍ଡର କୁଜୁର ଓ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର କନ୍‌ଷ୍ଟେବଳ ବିପ୍ରଚରଣ ଗୌଡ଼।

ଅଗ୍ନିସେବା କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ ରାଷ୍ଟପ୍ରତି ପଦକ ଅବସରପ୍ରାପ୍ତ କୁମର ବର ସାମଲଙ୍କୁ ପ୍ରଦାନ କରାଯାଇଛି । ଅଗ୍ନିଶମ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ବିଜୟ କୁମାର ମୁଦୁଲି, ଅବସର ଅଗ୍ନିସେବା କର୍ମଚାରୀ ଜ୍ୟୋତିପ୍ରକାଶ ରଥ, ଅର୍ଜୁନ ବେହେରା ସୌମେନ୍ଦ୍ର ନାଥ, ଗୃହରକ୍ଷୀ କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ ଅଭିନ ମୋହନ ସାମନ୍ତରାୟ, କଟକ ଗୃହରକ୍ଷୀ ଉଲ୍ଲେଖନୀୟ ସେବା ନିମନ୍ତେ ଅମୁଲ୍ୟ କୁମାର ସମର୍ଥା, ଭଲ୍ୟୁଣ୍ଟିୟରଙ୍କୁ ପଦକ ପ୍ରଦାନ କରାଯାଇଛି।

ବେସାମରିକ ପ୍ରତିରକ୍ଷାରେ ପ୍ରଂଶସନୀୟ ସେବା ପାଇଁ ବିମଳ ପ୍ରସାଦ ପାଣି, ଭଲ୍ୟୁଣ୍ଟିୟର ପ୍ରକାଶ କୁମାର ଜେନା, ଭଲ୍ୟୁଣ୍ଟିୟର ଭୁବନେଶ୍ବରଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। କାରାଗାର ସଂସ୍କାର ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦୀପ କୁମାର ରାୟଙ୍କୁ ମିଳିଛି । କାରଗାର ସଂସ୍କାରରେ ପ୍ରଶଂସନୀୟ ସେବା ନିମନ୍ତେ ସୁନାକର ପ୍ରଧାନ କାମାକ୍ଷା ପ୍ରସାଦ ପତି ଓ ପ୍ରକାଶ କୁମାରଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ପୋଲିସ ପଦକBody:ସାହସିକତା ପୋଲିସ ସେବା ନିମନ୍ତେ
ରାଷ୍ଟ୍ରପତି ସାହକିତା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସୁନିଲ କୁମାର ନନ୍ଦ,ଏଏସଆଇ ରାଉଲକେଲା,
କମଳେନ୍ଦୁ ସରଙ୍ଗି ହାବିଲଦାର ରାଉଲକେଲା,
ମଦନ କିଶନ କନଷ୍ଟେବଳ,ରାଉଲକେଲା
ଆଥନାସିଓସ ଜୋଜୋ,କନଷ୍ଟେବଳ ରାଉଲକେଲା
ମୁକେଶ କୁମାର ବ୍ରହ୍ମା,କନଷ୍ଟେବଳ ରାଉଲ କେଲା

ବିଦ୍ଯାଧର ସେଠୀ,ସୁବେଦର ୬ବାଟାଲିୟନ
ବିଶଲ ବୋମଜାନ,କମାଣ୍ଡୋ ଏସଓଜି ଭୁବନେଶ୍ବର
ଧ୍ରୁବ ବାହାଦୁର ବସନେତ,ହାବିଲଦାର ଏସଓଜି
ରାଜେନ୍ଦ୍ର ମଲ,କଣଆମ୍ଡୋ ଏସଓଜି
ଦିପକ ସିଂ କୁଓଁର,କମାଣ୍ଡୋ ଏସଓଜି ରାଜେଶ ବିଶ୍ବକର୍ମା,ହାବିଲଦାର,ଏସଓଜି

ନିରଂଜନ ସାହୁ ଅତିରିକ୍ତ ଏସପି,କୋରାପୁଟ
କେଶବ ଶିଷା,ହାବିଲଦାର କୋରାପୁଟ
ଜିତେନ୍ଦ୍ର ଦାସ,ହାବିଲଦାର କୋରାପୁଟ
ସିନୟ କୁମାର ବେପାରି,କନଷ୍ଟେବଳ,କୋରାପୁଟ
କାହ୍ନୁ ଚରଣ ମାଝୀ,କନଷ୍ଟେବଳ ଏସଓଜି ଭୁବନେଶ୍ବର

ପ୍ରତିକ ସିଂ,ଏସପି କନ୍ଧମାଳ
ରବିନ୍ଦ୍ର ସାବର,ସୁବେଦାର ଏସଓଜି ଭୁବନେଶ୍ବର
ଅଶୋକ କୁମାର ରଥ,ସୁବେଦାର ଏସଓଜି
ଆଲୋକ କୁମାର ସେଠୀ,ହାବିଲଦାର ଏସଓଜି
ଧନଜଂୟ ବରାଦ,କମାଣ୍ଡୋ ଏସଓଜି
କୃଷ୍ନଚନ୍ଦ୍ର ପିଙ୍ଗ,କମାଣ୍ଡୋ ଏସଓଜି ଭୁବନେଶ୍ବର
ସନ୍ତୋଷ କୁମାର ଧନ,କମାଣ୍ଡୋ ଏସଓଜି ଭୁବନେଶ୍ବର
ଜଗନ୍ନାଥ କହଁର,ଓଏପିଏଫ କନ୍ଧମାଳ
ମଧୁସୁଦନ ମଲ୍ଲିକ,କନଷ୍ଟେବଳ କନ୍ଧମାଳ

ବିଶିଷ୍ଟ ସେବା ନିମନ୍ତେ ରାଷ୍ଟପ୍ରତି ପୋଲିସ ପଦକରେ
ଗ୍ଯାନରଂଜନ ମହାପାତ୍ର,ଡିଏସପି,ଏସଆଇଡବ୍ଲୁ,ଭୁବନେଶ୍ବର
ଅସିମ କୁମାର ପଣ୍ଡା,ଏସଡିପିଓ ପାନପୋଷ

ଅଗ୍ନିସେବା ପ୍ରଶଂସନୀୟ ସେବା ନିମନ୍ତେ ରାଷ୍ଟପ୍ରତି ପଦକ
ଅବସରପ୍ରାପ୍ତ କୁମର ବର ସାମଲ,ଅଗ୍ନିଶମ କର୍ମଚାରି

ସେହିପରି ଅଗ୍ନିସେବା କ୍ଷେତ୍ରରେ ଉଲେଖନିୟ ସେବା ନିମନ୍ତେ
ବିଜୟ କୁମାର ମୁଦୁଲି,ଅବସର ଅଗ୍ନିସେବା କର୍ମଚାରି
ଜ୍ଯୋତିପ୍ରକାଶ ରଥ,
ଅର୍ଜୁନ ବେହେରା
ସୌମେନ୍ଦ୍ର ନାଥ

ଗୃହରକ୍ଷି କ୍ଷେତ୍ରରେ ପ୍ରଶଂସନିୟ ସେବା ନିମନ୍ତେ
ଅଭିନ ମୋହନ ସାମନ୍ତରାୟ,କଟକ
ଗୃହରକ୍ଷି ଉଲେକ୍ଷନିୟ ସେବା ନିମନ୍ତେ
ଅମୁଲ୍ଯ କୁମାର ସମର୍ଥା,ଭଲୁଣ୍ଟର,ଭୁବନେଶ୍ବର

ବେସାମରିକ ପ୍ରତିରକ୍ଷା ରେ ପ୍ରଂଶସନିୟ ସେବା ନିମନ୍ତେ
ବିମଲ ପ୍ରସାଦ ପାଣି,ଭଲ୍ଯୁଣ୍ଟର ,ଭୁବନେଶ୍ବର
ପ୍ରକାଶ କୁମାର ଜେନା,ଭଲୁଣ୍ଟର,ଭୁବନେଶ୍ବର

କାରାଗାର ସଂସ୍କାର ରେ ସଂସ୍କାର ସେବା ନିମନ୍ତେ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକରେ
ପ୍ରଦୀପ କୁମାର ରାୟ

କାରଗାର ସଂସ୍କାରରେ ପ୍ରଶସନିୟ ସେବା ନିମନ୍ତେ
ସୁନାକର ପ୍ରଧାନ
କାମାକ୍ଷା ପ୍ରସାଦ ପତି
ପ୍ରକାଶ କୁମାର

ମୁଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ସମ୍ମାନିତ କରିଛନ୍ତି

Conclusion:
Last Updated : Aug 15, 2019, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.