ETV Bharat / city

ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଅଭିମୁଖେ 5 ଟ୍ରେନ - ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଅଭିମୁଖେ 5ଟି ଟ୍ରେନ

ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଅଭିମୁଖେ 5ଟି ଟ୍ରେନ । ବିଭିନ୍ନ ରାଜ୍ୟରୁ ଏହି ଟ୍ରେନ ଆସୁଥିବା ସୂଚନା। ଅଧିକ ପଢନ୍ତୁ...

5 trains bound for Odisha with migrant workers
ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଅଭିମୁଖେ 5ଟି ଟ୍ରେନ
author img

By

Published : May 9, 2020, 7:50 PM IST

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଅଭିମୁଖେ 5ଟି ଟ୍ରେନ । ବିଭିନ୍ନ ରାଜ୍ୟରୁ ଏହି ଟ୍ରେନ ଆସୁଥିବା ସୂଚନା ମିଳିଛି । ଅହମ୍ମଦବାଦରୁ ଖୋର୍ଦ୍ଧା ରୋଡ଼କୁ ଦୁଇଟି ଟ୍ରେନ ଆସୁଥିବା ବେଳେ ବମ୍ବେରୁ ଟିଟିଲାଗଡ଼କୁ ଗୋଟିଏ ଟ୍ରେନ ଆସୁଛି ।

ସେହିପରି, ଚେନ୍ନାଇରୁ ଜଗତସିଂହପୁର ଓ ସୁରଟରୁ ଜଗନ୍ନାଥପୁରକୁ ଆସିବ ଏହି ଟ୍ରେନ । ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ଟ୍ରେନ ଗୁଡିକ ବାହାରିଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.