ETV Bharat / city

କମୁଛି ମୃତ୍ୟୁ ସଂଖ୍ୟା, ଦିନକରେ 5 ମୁଣ୍ଡ ନେଲା କୋରୋନା - କୋରୋନା ମୃତ୍ୟୁ ସଂଖ୍ୟା ଅପଡେଟ୍‌

ରାଜ୍ୟରେ ହ୍ରାସ ପାଉଛି କୋରୋନା ମୃତ୍ୟୁ ସଂଖ୍ୟା । ଦିନକରେ 5 ମୁଣ୍ଡ ନେଲା କୋରୋନା । ଅଧିକ ପଢନ୍ତୁ...

କମୁଛି ମୃତ୍ୟୁ ସଂଖ୍ୟା
କମୁଛି ମୃତ୍ୟୁ ସଂଖ୍ୟା
author img

By

Published : Dec 5, 2020, 12:20 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଦିନକରେ 5 ଜଣଙ୍କ ଜୀବନ ଯାଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1765ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ ଭୁବନେଶ୍ବରର 55 ବର୍ଷର ପୁରୁଷ ଓ 79 ବର୍ଷର ମହିଳାଥିବାବେଳେ ଜଗତସିଂହପୁରର 59 ବର୍ଷର ପୁରୁଷ, ନୟାଗଡର 50 ବର୍ଷର ପୁରୁଷ ଓ ପୁରୀର 72 ବର୍ଷର ପୁରୁଷ ରହିଛନ୍ତି ।

ସେପଟେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 20 ହଜାର 803 ହୋଇଥିବାବେଳେ 3 ଲକ୍ଷ 14 ହଜାର 665 ଜଣ ସୁସ୍ଥ ହୋଇଛନ୍ତି । 4 ହଜାର 320 ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.