ETV Bharat / city

ଗିରଫ ହେଲା ୫କୋଟି ଠକେଇର ଦଲାଲ - bbsr

ଶ୍ରୀ ବଳଦେବଜୀଉ ଇନଫ୍ରାଷ୍ଟ୍ରକଚର ଅନ୍ୟତମ ଡାଇରେକ୍ଟର ଗଗନବିହାରୀ ମିଶ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଫ୍ଲାଟ ଦେବା ନାଁରେ ୫ କୋଟିର ଠକେଇ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Mar 27, 2019, 7:48 PM IST

ଭୁବନେଶ୍ୱର: ଫ୍ଲାଟ ଦେବା ନାଁରେ ଠକେଇ ଅଭିଯୋଗ । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ହାତରେ ଧରାପଡିଛି ଠକ ବିଲଡର । ଶ୍ରୀ ବଳଦେବଜୀଉ ଇନଫ୍ରାଷ୍ଟ୍ରକଚର ଅନ୍ୟତମ ଡାଇରେକ୍ଟର ଗଗନବିହାରୀମିଶ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଫ୍ଲାଟ ଦେବାନାଁରେ ୫ କୋଟିର ଠକେଇ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

୨୦୧୭ ମସିହାରେ କଟକର ମଙ୍ଗୁଳି ଚୌଦ୍ୱାର ଠାରେ ଥିବା ତୁଳସୀ ଗାର୍ଡେନ ନାଁରେ ଫ୍ଲାଟ ଦେବା କହି ୫ କୋଟି ଠକେଇ କରିଥିଲେ । ବଳଦେବଜୀଉ ଇନଫ୍ରା ପରେ ଏନେଇ ଏମଡି ଦୁର୍ଗା ଚରଣ ମିଶ୍ରଙ୍କୁଫେବୃଆରୀ୨୦୧୮ରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ତେବେ କମ୍ପାନୀଆକାଉଣ୍ଟରୁ ପାଖାପାଖି ୨ କୋଟିରୁ ଊର୍ଦ୍ଧ୍ୱଟଙ୍କା ତୁଳସୀ ସ୍ପାଇସେସ ଓ ଫୁଡସ କମ୍ପାନୀରେ ବିନିଯୋଗ କରାଯାଇଥିବା ଖୋଳତାଡ ପରେ ସାମ୍ନାକୁ ଆସିଛି । ଯାହାର କାର୍ପଟଦାର ଥିଲେ ଗଗନବିହାରୀମିଶ୍ର । ଯାହାକୁ ନେଇ ଗଗନବିହାରୀମିଶ୍ରଙ୍କୁ ଆଇପିସିର ବିଭିନ୍ନ ଧାରାରେ ଠକେଇ ଓ ଓପିଆଇଡି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

FGSDF

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.