ETV Bharat / city

ଦିନକରେ ସର୍ବାଧିକ 47 ଜୀବନ ଗଲା

author img

By

Published : Jun 12, 2021, 12:14 PM IST

ପୁଣି ଦିନକରେ 47 ମୁଣ୍ଡନେଲା ମହାମାରୀ । 3257ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ...

ଦିନକରେ ସର୍ବାଧିକ 47 ଜୀବନ ଗଲା
ଦିନକରେ ସର୍ବାଧିକ 47 ଜୀବନ ଗଲା

ଭୁବନେଶ୍ବର: ସଂକ୍ରମଣରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା । ଦିନକୁ ଦିନ କୋରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ଦିନକରେ 47 ଜୀବନ ନେଇଛି ମହାମାରୀ । ତେବେ ନୂଆ ମୃତକଙ୍କୁ ମିଶାଇ ମୃତ୍ୟୁସଂଖ୍ୟା 3 ହଜାର 257 ରେ ପହଞ୍ଚିଛି ।

ଅନୁଗୋଳରୁ 3 ଜଣ ପୁରୁଷଙ୍କ ମୃତ୍ୟୁ ଘଟି ଥିବାବେଳେ ଏମାନଙ୍କ ମଧ୍ୟରୁ ଜଣେ 24 ବର୍ଷିୟ ଏବଂ 37 ବର୍ଷିୟ ପୁରୁଷ ଅଛନ୍ତି । ସେହିପରି ମୃତ 47 ଜଣଙ୍କ ମଧ୍ୟରୁ ବାଲେଶ୍ବରରୁ 35 ବର୍ଷିୟ ମହିଳା, 71, 73 ବର୍ଷିୟ ପୁରୁଷ, 55 ବର୍ଷିୟ ମହିଳା, 60, 64, 50 ବର୍ଷିୟ ପୁରୁଷ, ଭୁବନେଶ୍ବରରୁ 31, 55, 62, 67 ବର୍ଷିୟ ପୁରୁଷ, ବୌଦ୍ଧ 40, 58, 65, 60 ବର୍ଷିୟ ପୁରୁଷ, ଭଦ୍ରକରୁ 25 ବର୍ଷିୟା ଯୁବତୀ, 78, 55 ବର୍ଷିୟ ପୁରୁଷ, କଟକରୁ 41, 50, 60 ବର୍ଷିୟ ପୁରୁଷ, ଢେଙ୍କାନାଳରୁ 38, 44, 71 ବର୍ଷିୟ ପୁରୁଷ, ଗଞ୍ଜାମରୁ 31, 43 ବର୍ଷିୟ ପୁରୁଷ, କେନ୍ଦ୍ରାପଡାରୁ 36, 37 ବର୍ଷିୟ ପୁରୁଷ, ଯାଜପୁରରୁ 43 ବର୍ଷିୟ ପୁରୁଷ, ଜଗତସିଂହପୁରରୁ55 ବର୍ଷିୟ ମହିଳା, 65 ବର୍ଷିୟ ପୁରୁଷ, ଖୋର୍ଦ୍ଧାରୁ 36, 39 ବର୍ଷିୟ ପୁରୁଷ, ନୟାଗଡରୁ 35 ବର୍ଷିୟ ମହିଳା, 37, 47 ବର୍ଷିୟ ପୁରୁଷ, ପୁରୀରୁ 35 ବର୍ଷିୟ ପୁରୁଷ, ରାୟଗଡାରୁ 62 ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡରୁ 44 ବର୍ଷିୟ ମହିଳା ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.