ETV Bharat / city

ରାଜଧାନୀରେ 460 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 405

author img

By

Published : Sep 10, 2020, 8:45 PM IST

ଗୁରୁବାର ରାଜଧାନୀରୁ 460 କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେହିପରି 405 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ରାଜଧାନୀରେ 460 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 405
ରାଜଧାନୀରେ 460 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 405

ଭୁବନେଶ୍ବର: ଗୁରୁବାର ରାଜଧାନୀରୁ 460 କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେହିପରି 405 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ସହରର ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 185 ଚିହ୍ନଟ କରାଯାଇଥିବାବେଳେ ସ୍ଥାନୀୟ ସଂକ୍ରମଣ 275ରେ ପହଞ୍ଚିଛି । ଫଳରେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ଜଣାପଡିଛି । ହୋମ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ 185ଜଣଙ୍କ ମଧ୍ୟରୁ 7 ଜଣ ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, 8 ଜଣ ଚନ୍ଦ୍ରଶେଖରପୁର ଅଂଚଳର ହୋଇଥିବାବେଳେ, 6 ଜଣ ୟୁନିଟ-8, 6 ଜଣ ମେଡିକାଲ କର୍ମଚାରୀ, 4 ଜଣ ୟୁନିଟ-4, 4 ଜଣ କଳିଙ୍ଗନଗର, 4 ଜଣ ବରମୁଣ୍ଡା, 4 ଜଣ ଭରତପୁର, 4 ଜଣ ରସୁଲଗଡ ପାଲାମଣ୍ଡପ, 7 ଜଣ ଡେ଼ଲ୍ଟା କଲୋନୀ ଆଦି ଅଂଚଳରୁ ଚିହ୍ନଟ କରାଯାଇଛି ।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣରୁ 275 ଚିହ୍ନଟ ହୋଇଥିବାବେଳେ 17 ଜଣ ଆଇଆରସି ଭିଲେଜ ଅଂଚଳ, 6 ଜଣ ୟୁନିଟ-6 ଅଂଚଳର, 9 ଜଣ ନୟାପଲ୍ଲୀ, 5 ଜଣ ବେହେରା ସାହି, 7 ଜଣ ରସୁଲଗଡ, 6 ଜଣ ଜଗନ୍ନାଥ ନଗର, 11 ଜଣ ସହିଦ ନଗର, 4 ଜଣ କଳିଙ୍ଗନଗର ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ୱରରେ 405 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୋଟ ଆକ୍ରାନ୍ତ 14952, ସୁସ୍ଥ ସଂଖ୍ୟା 9755, ସକ୍ରିୟ ସଂଖ୍ୟା 5130 ଓ 54 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.