ETV Bharat / city

କୋଭିଡ ପାଇଁ କଏଦୀଙ୍କ ମୁହଁରେ ଖୁସି, ପାରୋଲରେ ଗଲେ ୪୫୦ କଏଦୀ - prisoners went on parole for Covid

କୋଭିଡ ପାଇଁ ଜେଲ କଏଦୀଙ୍କ ମୁହଁରେ ଖୁସି । ପାରୋଲରେ ଗଲେ 450 କଏଦୀ । ଅଧିକ ପଢନ୍ତୁ....

କୋଭିଡ ପାଇଁ କଏଦୀଙ୍କ ମୁହଁରେ ଖୁସି, ପାରୋଲରେ ଗଲେ ୪୫୦ କଏଦୀ

author img

By

Published : May 10, 2021, 11:04 PM IST

ଭୁବନେଶ୍ବର: କୋଭିଡ ପାଇଁ ଜେଲ କଏଦୀଙ୍କ ମୁହଁରେ ଖୁସି । ଘରକୁ ପାରୋଲରେ ଆସିଲେ ୪୫୦ କଏଦୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ଯର ବିଭିନ୍ନ ଜେଲରୁ ଘରକୁ ପାରୋଲରେ ଆସିଛନ୍ତି ୪୫୦ କଏଦୀ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ୯୦ ଦିନ ପାଇଁ ପାରୋଲ ଅନୁମତି ଦେଇଛନ୍ତି କୋର୍ଟ । ଯାହାର ଅନୁମତି କ୍ରମେ ୪୫୦ କଏଦିଙ୍କୁ ଜେଲରୁ ମୁକୁଳି ଘରକୁ ଯାଇଛନ୍ତି ସଜ୍ଜା କାଟୁଥିବା କଏଦୀ । ପାରୋଲରେ ଯିବା ପାଇଁ ଅନୁମତି ପାଇଥିବା କଏଦୀଙ୍କ ମଧ୍ୟରେ ଅନେକ ହାର୍ଡକୋର ତଥା ପେଶାଦାର ଅପରାଧୀ ଥିବା ମଧ୍ୟ ଜଣାପଡିଛି ।

ଯିଏ ହତ୍ୟା ଡକାୟତି ଲୁଣ୍ଠନ ଦାଦାବଟି ଓ ଭଳି ଟଙ୍କା ହଡପ ଭଳି ଅଭିଯୋଗରେ ସଜ୍ଜା କାଟୁଥିଲ ଦିର୍ଘଦିନ ଧରି । ତେବେ ଏମାନଙ୍କ ନଜର ରଖିବା ଏବୋ ପୋଲିସ ପାଇଁ ଚ୍ୟାଲେଞ୍ଜିଂ ନଚେତ ପରେ ଫେରାର ହେବା ନେଇ ମଧ୍ୟ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ପାରିବନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.