ETV Bharat / city

Odisha Covid Recovery Report : ଆଜି ସୁସ୍ଥ ହେଲେ 4452 କୋଭିଡ ସଂକ୍ରମିତ

author img

By

Published : Jan 16, 2022, 7:16 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 4452 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 1060067କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report : ଆଜି ସୁସ୍ଥ ହେଲେ 4452 କୋଭିଡ ସଂକ୍ରମିତ
Odisha Covid Recovery Report : ଆଜି ସୁସ୍ଥ ହେଲେ 4452 କୋଭିଡ ସଂକ୍ରମିତ

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 4452 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 1060067କୁ ବୃଦ୍ଧି ହୋଇଛି ।

  • Another 4452 Covid patients have recovered and are being discharged on 16.01.2022

    1003 from Khordha
    868 from Sundargarh
    644 from Sambalpur
    386 from Cuttack
    326 from Jharsuguda
    162 from Mayurbhanj
    100 from Baleswar
    99 from Keonjhar
    99 from Puri
    78 from Jajapur
    73 from Nabarangpur

    — H & FW Dept Odisha (@HFWOdisha) January 16, 2022 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ :ସୋମବାର ପହଞ୍ଚିବ OMISURE କିଟ୍‌, ଆବଶ୍ୟକ ପଡ଼ବନି ଜିନୋମ ସିକ୍ବେନ୍ସ

ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୮୬୮, ସମ୍ବଲପୁରରୁ ୬୪୪, କଟକରୁ ୩୮୬, ଝାରସୁଗୁଡାରୁ ୩୨୬,ମୟୂରଭଞ୍ଜରୁ ୧୬୨, ବାଲେଶ୍ବରରୁ ୧୦୦, କେନ୍ଦୁଝରରୁ ୯୯, ପୁରୀରୁ ୯୯ ଓ ଯାଜପୁରରୁ ୭୮ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁରରୁ ୭୩,କଳାହାଣ୍ତିରୁ ୭୦, ଗଞ୍ଜାମରୁ ୫୫, ବଲାଙ୍ଗୀରରୁ ୫୪, ଜଗତସିଂହପୁରରୁ ୪୬, ଅନୁଗୋଳରୁ ୪୦ ଓ ଦେଓଗଡରୁ ୩୬ ସୁସ୍ଥ ହୋଇଛନ୍ତି । ସୋନପୁରରୁ ୩୩, ଗଜପତିରୁ ୩୨, ବରଗଡରୁ ୧୬,କନ୍ଧମାଳରୁ ୮, ନୟାଗଡରୁ ୮, କେନ୍ଦ୍ରାପଡାରୁ ୬, ଭଦ୍ରକରୁ ୫ ଓ ଢେଙ୍କାନାଳରୁ ୩ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୨୦୨ ।

  • 70 from Kalahandi
    55 from Ganjam
    54 from Bolangir
    46 from Jagatsinghpur
    40 from Anugul
    36 from Deogarh
    33 from Sonepur
    32 from Gajapati
    16 from Bargarh
    8 from Kandhamal
    8 from Nayagarh
    6 from Kendrapara
    5 from Bhadrak
    3 from Dhenkanal
    202 from State Pool

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.