ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ 430 ସଂକ୍ରମିତ

author img

By

Published : Feb 28, 2022, 10:42 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 430 କୋରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 73 ହଜାର 734କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report: ଆଜି ସୁସ୍ଥ ହେଲେ 430 ସଂକ୍ରମିତ
Covid Recovery Report: ଆଜି ସୁସ୍ଥ ହେଲେ 430 ସଂକ୍ରମିତ

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 430 କୋରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 73 ହଜାର 734କୁ ବୃଦ୍ଧି ହୋଇଛି ।

  • Another 430 Covid patients have recovered and are being discharged on 28.02.2022

    89 from Sundargarh
    53 from Khordha
    29 from Gajapati
    27 from Cuttack
    26 from Jajapur
    22 from Anugul
    16 from Bargarh
    15 from Kendrapara
    14 from Sambalpur
    11 from Baleswar
    11 from Boudh

    — H & FW Dept Odisha (@HFWOdisha) February 28, 2022 " class="align-text-top noRightClick twitterSection" data=" ">

ସୁନ୍ଦରଗଡରୁ ସର୍ବାଧିକ ୮୯ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୫୩ ଓ ଗଜପତିରୁ ୨୯ ଆରୋଗ୍ୟ ଲାଭ କରିଛନ୍ତି । କଟକରୁ ୨୭, ଯାଜପୁରରୁ ୨୬, ଅନୁଗୋଳରୁ ୨୨, ବରଗଡରୁ ୧୬, କେନ୍ଦ୍ରାପଡାରୁ ୧୫ ଓ ସମ୍ବଲପୁରରୁ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବାଲେଶ୍ବରରୁ ୧୧, ବୌଦ୍ଧରୁ ୧୧, ମୟୂରଭଞ୍ଜରୁ ୧୧, ଦେଓଗଡରୁ ୧୦, ଢେଙ୍କାନାଳରୁ ୧୦ ଓ କୋରାପୁଟରୁ ୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭଦ୍ରକରୁ ୯, ରାୟଗଡାରୁ ୯, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଝାରସୁଗୁଡାରୁ ୬ , ପୁରୀରୁ ୬ , ନୂଆପଡାରୁ ୪, କଳାହାଣ୍ତିରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ବଲାଙ୍ଗୀରରୁ ୨, ମାଲକାନଗିରିରୁ ୨ ଓ କେନ୍ଦୁଝରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୧୩ ।

  • 11 from Mayurbhanj
    10 from Deogarh
    10 from Dhenkanal
    10 from Koraput
    9 from Bhadrak
    9 from Rayagada
    8 from Jagatsinghpur
    7 from Ganjam
    6 from Jharsuguda
    6 from Puri
    4 from Nuapada
    3 from Kalahandi
    3 from Nabarangpur
    3 from Nayagarh
    2 from Bolangir
    2 from Malkangiri

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.