ETV Bharat / city

ରାଜଧାନୀରେ କୋରୋନା ଆକ୍ରାନ୍ତ 15 ହଜାର ପାର - ରାଜଧାନୀ

ରାଜଧାନୀରେ ବଢୁଛି ସଂକ୍ରମଣ। ଆଜି 413 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ଭୁବନେଶ୍ୱରରେ 429 ଜଣ ଆରୋଗ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ..

ରାଜଧାନୀରେ 15 ହଜାର ଆକ୍ରାନ୍ତ ପାର
ରାଜଧାନୀରେ 15 ହଜାର ଆକ୍ରାନ୍ତ ପାର
author img

By

Published : Sep 11, 2020, 10:01 PM IST

ଭୁବନେଶ୍ୱର: ରାଜଧାନୀରେ ବଢୁଛି ସଂକ୍ରମଣ। ଆଜି 413 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ଭୁବନେଶ୍ୱରରେ 429 ଜଣ ଆରୋଗ୍ୟ ହୋଇଛନ୍ତି । ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 112 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 301ରେ ପହଁଚିଛି। ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି।

ହୋମ କ୍ଵରେଣ୍ଟାଇନ ରେ 112 ଙ୍କ ମଧ୍ୟରୁ 6 ଜଣ ପଟିଆ ଅଂଚଳ, 4 ଜଣ ସି ଆର ପି ଏଫ କ୍ୟାମ୍ପସ ଅଂଚଳରୁ, 3 ଜଣ ବରମୁଣ୍ଡା, 3 ଜଣ ଘାଟିକିଆ, 3 ଜଣ ଗୌତମ ନଗର, ଚିନ୍ହଟ ହୋଇଥିବା ବେଳେ ନୟାପଲି, ୟୁନିଟ 3, ୟୁନିଟ 8, ବିଡିଏ କଲୋନୀ ଚନ୍ଦ୍ରଶେଖରପୁର ଅଂଚଳରୁ ବି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସ୍ଥାନୀୟ ସଂକ୍ରମଣ 301 ଚିନ୍ହଟ ହୋଇଥିବା ବେଳର 8 ଜଣ ୟୁନିଟ 6 ଅଂଚଳର, 4 ଜଣ ଶାସ୍ତ୍ରୀ ନଗର, 5 ଜଣ ସହିଦ ନଗର, 4 ଜଣ ଶୈଳେଶ୍ରୀ ବିହାର, 9 ଜଣ ରସୁଲଗାଡ, 7 ଜଣ ପୋଲିସ କର୍ମଚାରୀ, 8 ଜଣ ପଟିଆ, 6 ଜଣ ପଳାଶୁଣି, 7 ଜଣ ଓଲଡ଼ ଟାଉନ, 6 ଜଣ ନୟାପଲି, 12 ଜଣ ଲକ୍ଷ୍ମୀସାଗର, 8 ଜଣ କଳିଙ୍ଗ ବିହାର, 7 ଜଣ ଝରପଡ଼ା, 6 ଜଣ ଆଇ ଆର ସି ଭିଲେଜ, 5 ଜଣ ଚିନ୍ତାମାନିଶ୍ୱାର, 6 ଜଣ ବମୀଖାଳ, 13 ଜଣ ବରମୁଣ୍ଡା, 63 ଜଣ ଗଙ୍ଗନଗର ଆଦି ଅଂଚଳରୁ ଚିହ୍ନଟ ହୋଇଛନ୍ତି।
ତେବେ ଭୁବନେଶ୍ୱର ରେ ସୁସ୍ଥ ହୋଇଛନ୍ତି 429 ଜଣ। ଏପଟେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 15365 ହୋଇଥିବା ବେଳେ ସୁସ୍ଥ ହେଲେଣି 10184 ସକ୍ରିୟ 5110 ଓ 58 ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.