ETV Bharat / city

ଦିନକରେ କୋରନାକୁ ମାତ୍ ଦେଲେ 408

author img

By

Published : Dec 11, 2020, 7:33 PM IST

ଆଜି ରାଜ୍ୟରେ 408 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ ପାର ହୋଇଛି । ଅଧିକ ପଢନ୍ତୁ...

ଦିନକରେ କୋରନାକୁ ମାତ୍ ଦେଲେ 408 ଜଣ
ଦିନକରେ କୋରନାକୁ ମାତ୍ ଦେଲେ 408 ଜଣ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ସହ ସେହି ଅନୁପାତରେ ଆରୋଗ୍ୟ ସଂଖ୍ୟାରେ ବୃଦ୍ଧି ଘଟୁଛି । ଆଜି(ଶୁକ୍ରାବର) ରାଜ୍ୟରେ 408 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ ଅତିକ୍ରମ କରିଛି ।

ରାଜ୍ୟର 30 ଜିଲ୍ଲାରୁ ସୁସ୍ଥ ହୋଇଥିବା 408 ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 36 ଜଣ ସୁସ୍ଥ ଲାଭ କରିଛନ୍ତି । ସେହିପରି ମୟୂରଭଞ୍ଜରେ 34, କଟକରେ 33, ଅନୁଗୋଳରେ 32, ପୁରୀରେ 31, ବରଗଡରେ 30, କଳାହାଣ୍ଡିରେ 28, ବଲାଙ୍ଗୀରରେ 25, କେନ୍ଦ୍ରାପଡାରେ 18, ବାଲେଶ୍ବରରେ 17, ସୁନ୍ଦରଗଡରେ 16, ଜଗତସିଂହପୁରରେ 14, ନୂଆପଡାରେ 14, ସମ୍ବଲପୁରରେ 14, କେନ୍ଦୁଝରରେ 10, ଯାଜପୁରରେ 9, ଗଞ୍ଜାମରେ 7, ଢେଙ୍କାନାଳରେ 5, ଝାରସୁଗୁଡାରେ 5, କୋରାପୁଟରେ 5, ରାୟଗଡାରେ 4, ନବରଙ୍ଗପୁରରେ 3, ସୋନପୁରରେ 3, ଭଦ୍ରକରେ 2, ଦେଓଗଡରେ 2, ମାଲକାନଗିରରେ ଜଣେ ଓ ଷ୍ଟେଟ ପୋଲରେ 10 ଜଣ କୋରୋନାକୁ ମାତ୍ ଦେଇଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 18 ହଜାର 278 ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.