ETV Bharat / city

Teacher Promotion: 40 ହଜାର ପ୍ରାଥମିକ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି

author img

By

Published : Dec 7, 2021, 7:07 AM IST

ରାଜ୍ୟ ସରକାର(Odisha Govt)ଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ(Odisha Department of School and Mass Education) ର ୪୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କୁ ପଦୋନ୍ନତି(Teacher Promotion) । ଅଧିକ ପଢନ୍ତୁ

Teacher Promotion: 40,000 ପ୍ରଥମିକ ଶିକ୍ଷକଙ୍କ ପଦୋନ୍ନତି

ଭୁବନେଶ୍ବର: ପଦୋନ୍ନତି ପାଇଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟ(Teacher Promotion) । ୪୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ସୂଚନା । ରାଜ୍ୟ ସରକାର(Odisha Govt)ଙ୍କ ନିର୍ଦ୍ଦେଶ କ୍ରମେ ମିଳିଛି ପଦୋନ୍ନତି ।

ସୂଚନା ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ(Odisha Department of School and Mass Education) ର ମୋଟ 40 ହଜାର 52 ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଲେବୁଲ-5 ରେ 17 ହଜାର 229 ଜଣ ଶିକ୍ଷକ ପଦୋନ୍ନତି ପାଇ ଥିବାବେଳେ ଲେବୁଲ୍-4 ରେ 22 ହଜାର 168 ଏବଂ ଲେବୁଲ୍-3 ରେ 655 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିଛ । ସବୁ ଶିକ୍ଷକ ମହଲରେ ପଦୋନ୍ନତି ନେଇ ଆନନ୍ଦ ପ୍ରକାଶ ପାଇଛି ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.