ETV Bharat / city

୪ଖଣିର ନିଲାମ ଶେଷ, ଏବେ ବି ଚାଲିଛି ୧୫ ଖଣିର ନିଲାମ - ୪ଖଣିର ନିଲାମୀ ଶେଷ

୪ଖଣିର ନିଲାମୀ ଶେଷ, ୧୫ଟି ଖଣିର ଚାଲିଛି ନିଲାମ
୪ଖଣିର ନିଲାମୀ ଶେଷ, ୧୫ଟି ଖଣିର ଚାଲିଛି ନିଲାମ
author img

By

Published : Feb 4, 2020, 1:12 PM IST

Updated : Feb 4, 2020, 2:01 PM IST

12:53 February 04

ରାଜ୍ୟର 4ଟି ଖଣି ନିଲାମ ଚୂଡାନ୍ତ ହୋଇଛି । ଫେବୃୟାରୀ 18 ସୁଦ୍ଧା ସରିବ 19ଟି ଖଣିର ନିଲାମି ।

ଭୁବନେଶ୍ବର: ରାଜ୍ୟର 4ଟି ଖଣି ନିଲାମ ଚୂଡାନ୍ତ ହୋଇଛି । ଫେବୃୟାରୀ 18 ସୁଦ୍ଧା ସରିବ 19ଟି ଖଣିର ନିଲାମି । ନୂଆଗାଁ ଖଣି JSWକୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଆଗରୁ ଏହି ଖଣି  KJS AHLUWALIA  ହାତରେ ଥିଲା । 

ନାରାୟଣ ପୋଷି ଖଣିକୁ JSW ନେଇଛି । ଏହା ପୂର୍ବରୁ ଆର୍ଯ୍ୟନ ମାଇନିଂ ପାଖରେ ଥିଲା । ସେହିପରି ମିତ୍ତଳ ହାତକୁ ଠାକୁରାଣୀ ଖଣି ଚାଲିଯାଇଛି । ତେବେ ଠାକୁରାଣୀ ଖଣି ପୂର୍ବରୁ କେପି ମାଇନିଂ ହାତରେ ଥିଲା । ବଲଦା ଖଣି ଆଗରୁ ସିରାଜୁଦ୍ଦିନ ପାଖରେ ଥିବାବେଳେ ସିରାଜୁଦ୍ଦିନ ଏହାକୁ ହାତେଇଛି । ଆଉ ଆଗକୁ 15ଟି ଖଣିର ନିଲାମ କରାଯିବ । 

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ 

Intro:ରାଜ୍ୟର ୪ଟି ଖଣିର ନିଲାମ ଚୁଡାନ୍ତ ହୋଇଛି ।
ଫେବୃଆରୀ ୧୮ ସୁଦ୍ଧା ୧୯ଟି ଖଣିର ନିଲାମୀ ସରିବ।
ନୂଆଗାଁ ଖଣି JSW କୁ ଦିଆଯିବା କୁ ନିଷ୍ପତ୍ତି ହୋଇଛି ।
ଆଗରୁ KJS AHLUWALIA ହାତରେ ଏହି ଖଣି ଥିଲା
Body:ନାରାୟଣ ପୋଷି ଖଣି JSW ହାତକୁ ଗଲା
ଆଗରୁ ଆର୍ଯ୍ୟନ ମାଇନିଂ ହାତରେ ଥିଲା
ଠାକୁରାଣୀ ଖଣି ମିତ୍ତଲ ହାତକୁ ଗଲା
ଆଗରୁ ଏହା Conclusion:କେପି ମାଇନିଂ ହାତରେ ଥିଲା
ବଲଦା ଖଣି ଆଗରୁ ସିରାଜୁଦ୍ଦିନ ହାତରେ ଥିଲା ଏବଂ ଏବେ ସିରାଜୁଦ୍ଦିନ ହାତକୁ ଗଲା ଆଗକୁ ଆଉ ୧୫ଟି ଖଣିର ନିଲାମ କରାଯିବ ।
Last Updated : Feb 4, 2020, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.