ETV Bharat / city

ବିମାନବନ୍ଦରରୁ 12 ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ, 2 ଅଟକ

author img

By

Published : Oct 15, 2019, 4:15 PM IST

ଭୁବନେଶ୍ବର ବିମାନବନ୍ଦରରୁ 400 ପ୍ୟାକେଟ ସିଗାରେଟ ଜବତ ହୋଇଛି । ଡିଆରଆଇଓ ଓ ରାଜସ୍ୟ ଗୁଇନ୍ଦା ବିଭାଗର ତଦନ୍ତ ପରେ ଜବତ ହୋଇଛି ସିଗାରେଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ 400 ପ୍ୟାକେଟର ବିଦେଶୀ ସିଗାରେଟ ଜବତ । କୁଆଲାଲମପୁର ଏୟାର ଏସିଆରେ ଭୁବନେଶ୍ବରକୁ ଆସୁଥିବାବେଳେ ଜବତ କଲା ରାଜସ୍ବ ଗୁଇନ୍ଦା ବିଭାଗ । ଯାହାର ଆନୁମାନିକ ମୂଲ୍ୟ 12 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଏୟାର ଏସିଆ ଫ୍ଲାଇଟରେ 2 ଜଣ ଯାତ୍ରୀ ସିଗାରେଟ ନେଇକି ଆସୁଥିବାର ସୂଚନା ପାଇ ଯାଞ୍ଚ କରିଥିଲା ଡିଆରଆଇଓ ଓ ରାଜସ୍ୟ ଗୁଇନ୍ଦା ବିଭାଗ । ଘଟଣାରେ 2 ଜଣକୁ ଅଟକ ରଖାଯାଇଛି ।

ସୂଚନାଯୋଗ୍ୟ,କୁଆଲାଲମପୁରରୁ ଭୁବନେଶ୍ବର ବିମାନବନ୍ଦର ଦେଇ କୋଲକାତା ଯାଇଥାନ୍ତା ସିଗାରେଟ ପ୍ୟାକେଟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ବିଦେଶି ସିଗାରେଟ ଜବତ,୨ଅଟକBody:

ଭୁବନେଶ୍ବର ଆନ୍ତର୍ଜାତିୟ ବିମାନ ବନ୍ଦରରୁ ୧୨ ଲକ୍ଷ ଟଙ୍କା ଫରେନ ସିଗାରେଟ ଜବତ।କୁଆଲଲମ୍ପୁରରୁ ଭୁବନେଶ୍ବର ଆସୁଥିବା ବେଳେ ଜବତ କଲା ଏୟାର ଏସିଆ ଫ୍ଳାଇଟରେ ଆସୁଥିବା ବେଳେ ସିଗାରେଟ ଜବତ ସହ ୨ ଜଣକୁ ଅଟକ ରଖି ଡିଆରଆଇ ପଚରାଉଚରା କରୁଛି।କୁଆଲଲମ୍ପୁରରୁ ଭୁବନେଶ୍ବର ବିମାନ ବନ୍ଦର ଦେଇ କୋଲକାତା ଯାଇଥାନ୍ତା
୪୦୦ ପକେଟ ସିଗାରେଟ।ଏୟାର ଏସିଆ ଫ୍ଳାଇଟରେ ଦୁଇ ଜଣଯାତ୍ରୀ ନେଇ କି ଆସୁଥିଲେ ସୁଚନା ପାଇ ଡିଆରଆଇ, ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଯାଂଚ କରି ଜବତ କରିଥିଲା।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.