ETV Bharat / city

ରମାଦେବୀରେ ଶୁଭାରମ୍ଭ ହେବ 4ଟି କୋଠା - rd womens university 4 building inagruated news

ରମାଦେବୀରେ ଶୁଭାରମ୍ଭ ହେବ 4ଟି କୋଠା । ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣ ହୋଇଛି 4ଟି କୋଠା। ଅଧିକ ପଢନ୍ତୁ...

ରମାଦେବୀରେ ଶୁଭାରମ୍ଭ ହେବ 4ଟି କୋଠା
ରମାଦେବୀରେ ଶୁଭାରମ୍ଭ ହେବ 4ଟି କୋଠା
author img

By

Published : Feb 5, 2021, 9:15 PM IST

ଭୁବନେଶ୍ବର: ରମାଦେବୀରେ ଶୁଭାରମ୍ଭ ହେବ 4ଟି କୋଠା । ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣ ହୋଇଛି 4ଟି କୋଠା। ଏହାକୁ ମୁଖ୍ୟମନ୍ତ୍ରୀ ଆସନ୍ତା 8 ତାରିଖରେ ଶୁଭାରମ୍ଭ କରିବେ।

ରମାଦେବୀରେ ଶୁଭାରମ୍ଭ ହେବ 4ଟି କୋଠା

ଏହି କୋଠା ମଧ୍ୟରୁ କୁନ୍ତଳା କୁମାରୀ ସାବତ ପାଠାଗାର ସମେତ କଳା ବିଜ୍ଞାନ ବ୍ଲକ ଓ ଗବେଷଣା କରୁଥିବା ଛାତ୍ରୀଙ୍କ ପାଇଁ ହଷ୍ଟେଲର ସୁବିଧା ଏବଂ ଇ-ଲାଇବ୍ରେରୀ ପ୍ରସ୍ତୁତ ହୋଇଛି। ଏହାଦ୍ବାରା କ୍ୟାମ୍ପସକୁ କିଭଳି ଭାବରେ ଏକ ନୂଆ ପ୍ରକାରର ଗଢି ହେବ ସେନେଇ ପ୍ରସ୍ତୁତ ଚାଲିଛି।

ଏହାକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି ଯେ, ଏହି କ୍ୟାମ୍ପସ ମଧ୍ୟରେ ଯୁକ୍ତ ଦୁଇ, ଯୁକ୍ତ ତିନି, ପିଜି ଓ ପିଏଚଡ଼ି ମଧ୍ୟ ଚାଲିଛି । ଏହାଦ୍ବାରା ପାଠ ପଢିବା ପାଇଁ ପିଲାଙ୍କ ଅଧିକ ମୌକା ମିଳିବ । ପିଲାମାନଙ୍କର ବହୁଳ ପରିମାଣରେ ଉପକାରିତା ହେବ ବୋଲି ସେ କହିଛନ୍ତି।

ଏନେଇ ଛାତ୍ରୀମାନେ କହିଛନ୍ତି ଯେ, ଆଗାମୀ ଦିନରେ ଛାତ୍ରୀମାନେ ଯେତେବେଳେ ପାଠ ପଢିବା ପାଇଁ ରମାଦେବୀ ବିଶ୍ବବିଦ୍ୟାଳୟକୁ ଆସିବେ ସେମାନେ ଅଧିକ ମାତ୍ରାରେ ସମସ୍ତ ସୁବିଧା ପାଇପାରିବେ। ଯାହା ଫଳରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ସାଙ୍ଗକୁ ପିଲାଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ହେବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.