ଭୁବନେଶ୍ବର: ରାଜ୍ୟରେ ଚାଲିଛି ସିବିଏସଇ 10ମ ଶ୍ରେଣୀ ପରୀକ୍ଷା । ବୁଧବାର ହେଉଛି ପରୀକ୍ଷାର ତୃତୀୟ ଦିନ । ଇଂରାଜୀ ଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଗତ ଫେବୃଆରୀ 15ରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଆସନ୍ତା 20 ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ 18 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।
ଏନେଇ ମଦର୍ଶ ପ୍ଲବିକ ସ୍କୁଲରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ