ETV Bharat / city

କୋରୋନାରୁ ଆରୋଗ୍ୟ ହେଲେ 388

author img

By

Published : Dec 22, 2020, 8:30 PM IST

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 388 ଜଣ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

388 corona patient  recovary  in odisha
କୋରୋନାରୁ ଆରୋଗ୍ୟ ହେଲେ 388 ଜଣ

ଭୁବନେଶ୍ବର : ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 388 । ଏହାସହ ରାଜ୍ୟରେ ମୋଟ 3 ଲକ୍ଷ 22 ହଜାର 344 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ସୁସ୍ଥ ସଂଖ୍ୟା 3 ଲକ୍ଷ ଛୁଇଁଛି । ସୁନ୍ଦରଗଡରୁ 71, ଖୋର୍ଦ୍ଧାରୁ 38, ଅନୁଗୁଳରୁ 37, ସମ୍ବଲପୁରରୁ 27 ଓ ବରଗଡରୁ 26 ଆରୋଗ୍ୟ ଲାଭ କରିଛନ୍ତି । ମୟୁରଭଞ୍ଜରୁ 25, କଟକରୁ 21, ବାଲେଶ୍ବରରୁ 20, ଯାଜପୁରରୁ 16, ନୂଆପଡାରୁ 15, ପୁରୀରୁ 13 ଓ ବଲାଙ୍ଗୀରରୁ 11, କେନ୍ଦୁଝରରୁ 10, ଜଗତସିଂହପୁରରୁ 8, ଗଞ୍ଜାମରୁ 7 , ଝାରସୁଗୁଡ଼ା କଳାହାଣ୍ଡି ଓ କେନ୍ଦ୍ରାପଡାରୁ 6 ଜଣ ଆରୋଗ୍ୟ ହୋଇଛନ୍ତି । ଭଦ୍ରକ, କୋରାପୁଟ ଓ ନବରଙ୍ଗପୁରରୁ 3 ଜଣ, ବୌଦ୍ଧ ,ଢେଙ୍କାନାଳ ଓ ନୟାଗଡରୁ 2 ଜଣ, ଦେଓଗଡ ଓ ମାଲକାନଗିରିରରୁ ଜଣେ ଆରୋଗ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.