ETV Bharat / city

ରାଜ୍ୟରେ କମୁଛି କୋରୋନା ପ୍ରକୋପ, ଗୋଟିଏ ଦିନରେ 386 ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ହ୍ରାସ ପାଉଛି ମହାମାରୀ ସଂକ୍ରମଣ । ପୂର୍ବ ଅପେକ୍ଷା ତଳ ମୁହାଁ କୋରୋନା ଗ୍ରାଫ । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି କୋରୋନା ପ୍ରକୋପ, ଗୋଟିଏ ଦିନରେ 386 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କମୁଛି କୋରୋନା ପ୍ରକୋପ, ଗୋଟିଏ ଦିନରେ 386 ଆକ୍ରାନ୍ତ ଚିହ୍ନଟ
author img

By

Published : Dec 9, 2020, 1:49 PM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ପୂର୍ବ ଅପେକ୍ଷା ସୁଧୁରୁଛି ସ୍ଥିତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଗତ 24 ଘଣ୍ଟାରେ 386ଟି ପଜିଟିଭ ରିପୋର୍ଟ ହୋଇଛି। ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 223 ଜଣ ଥିବାବେଳେ, ସ୍ଥାନୀୟ ସଂକ୍ରମଣ 163 ଜଣ ରହିଛନ୍ତି। ସେହିପରି ମଙ୍ଗଳବାର 523 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।

ତେବେ ନୂଆ ରିପୋର୍ଟ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 3 ଲକ୍ଷ 22 ହଜାର 299କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ 3 ଲକ୍ଷ 16 ହଜାର 970 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା 3 ହଜାର 487 ଜଣ ଚିକିତ୍ସାଧୀନ ଅଛନ୍ତି।

ତେବେ ଗୋଟିଏ ଦିନରେ ବୌଦ୍ଧରୁ 4, କଟକରୁ 22, ଦେବଗଡରୁ 2, ଢେଙ୍କାନାଳରୁ 2, ଗଜପତିରୁ 2, ଗଞ୍ଜାମରୁ 4, ଜଗତସିଂହପୁରରୁ 7, ଯାଜପୁରରୁ 3, ଝାରସୁଗୁଡା 7, କଳାହାଣ୍ଡି 13, କନ୍ଧମାଳ 2, କେନ୍ଦ୍ରାପଡା 12, କେନ୍ଦୁଝରରୁ 7, ଖୋର୍ଦ୍ଧା 50, ମାଲକାନଗିରି 5, ମୟୂରଭଞ୍ଜରୁ 31, ନୟାଗଡରୁ 3 ଜଣ ଚିହ୍ନଟ ହୋଇଥିବାବେଳେ, ରାୟଗଡାରୁ 2, ନୂଆପଡାରୁ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ପୁରୀରୁ 25, ସମ୍ବଲପୁରରୁ 17, ସୋନପୁରରୁ 2, ସୁନ୍ଦରଗଡରୁ 47, ଅନୁଗୋଳରୁ 29, ବାଲେଶ୍ବରରୁ 20, ବରଗଡରୁ 20 ଭଦ୍ରକରୁ 3, ବଲାଙ୍ଗୀରରୁ 22 ଟି ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 11 ଜଣ ଚିହ୍ନଟ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.