ETV Bharat / city

ରାଜଧାନୀରେ ନୂଆ 376 କୋରୋନା ମାମଲା, 9 ପୋଲିସ କର୍ମଚାରୀ ଆକ୍ରାନ୍ତ - ଆକ୍ରାନ୍ତ

ରାଜଧାନୀରେ ବଢୁଛି କୋରୋନା ସଂକ୍ରମଣ । ମଙ୍ଗଳବାର 376 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ଅଧିକ ପଢନ୍ତୁ..

ରାଜଧାନୀରେ ମଙ୍ଗଳବାର 376 ଆକ୍ରାନ୍ତ ଚିନ୍ହଟ
ରାଜଧାନୀରେ ମଙ୍ଗଳବାର 376 ଆକ୍ରାନ୍ତ ଚିନ୍ହଟ
author img

By

Published : Sep 8, 2020, 8:36 PM IST

ଭୁବନେଶ୍ୱର: ରାଜଧାନୀରେ ବଢୁଛି କୋରୋନା ସଂକ୍ରମଣ । ମଙ୍ଗଳବାର 376 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ଅନ୍ୟପଟେ ଭୁବନେଶ୍ୱରରେ 420 ଜଣ ଆରୋଗ୍ୟ ହୋଇଛନ୍ତି। ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 145 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 231 ରେ ପହଁଚିଛି ।

ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ହୋମ କ୍ଵରେଣ୍ଟାଇନ ରେ 145 ଙ୍କ ମଧ୍ୟରୁ 9 ଜଣ ପୋଲିସ ଷ୍ଟାଫ, 5 ଜଣ ଖଣ୍ଡଗିରି, 3 ଜଣ ଗଜପତିନଗର, 3 ଜଣ କପିଳପ୍ରସଦ, 5 ଜଣ ଚନ୍ଦ୍ରଶେଖରପୁର, 4 ଜଣ ୟୁନିଟ 1, 7 ଜଣ ନୟାପଲି, 4 ଜଣ ଗ୍ୟାରେଜ ଛକ, 3 ଜଣ ସରକାରୀ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 231ଜଣଙ୍କ ମଧ୍ୟରୁ 4 ଜଣ ବିବେକାନନ୍ଦମାର୍ଗ, 4 ଜଣ ୟୁନିଟ 6, 4 ଜଣ ୟୁନିଟ 2, 4 ଜଣ ସୁନ୍ଦରପଦା, 5 ଜଣ ପଳାସପଲି, 4 ଜଣ ଚିନ୍ତାମଣିଶ୍ବର, 4 ଜଣ ଶୈଳଶ୍ରୀ ବିହାର, 11 ଜଣ ଅନ୍ୟ ଜିଲ୍ଲାରୁ ଚିହ୍ନଟ, 4 ଜଣ ବରମୁଣ୍ଡା, 10 ଜଣ ପୋଲିସ କର୍ମଚାରୀ, 6 ଜଣ ଡୁମ ଡୁମା, 2 ଜଣ 7ମ ବାଟାଲିୟନ, 3 ଜଣ ପୋଖରିପୁଟ ଅଂଚଳରୁ ଚିହ୍ନଟ କରାଯାଇଛି।

ତେବେ ଭୁବନେଶ୍ୱରରେ 420 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେପଟେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14065 ରହିଥିବା ବେଳେ ସୁସ୍ଥ ହୋଇଛନ୍ତି 8949 ଏବଂ ସକ୍ରିୟ ଅଛନ୍ତି 5053 ଓ ମୃତ୍ୟୁ ହୋଇଛନ୍ତି 50 ଜଣ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.