ETV Bharat / city

24 ଘଣ୍ଟାରେ ରାଜ୍ୟରୁ 3682 ଜଣ ଆକ୍ରାନ୍ତ ସୁସ୍ଥ

author img

By

Published : Jun 26, 2021, 7:35 PM IST

ଶନିବାର ରାଜ୍ୟରୁ 3682 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 446 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 63 ହଜାର 824 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

24 ଘଣ୍ଟାରେ ରାଜ୍ୟରୁ 3682 ଜଣ ଆକ୍ରାନ୍ତ ସୁସ୍ଥ
24 ଘଣ୍ଟାରେ ରାଜ୍ୟରୁ 3682 ଜଣ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ମହାମାରୀ କୋରୋନାରୁ ଶନିବାର ରାଜ୍ୟରେ 3682 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 446 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 63 ହଜାର 824 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 3682 Covid patients have recovered and are being discharged on 26.06.2021

    446 from Khordha
    397 from Anugul
    355 from Cuttack
    298 from Jajapur
    295 from Baleswar
    195 from Puri
    178 from Bhadrak
    171 from Nayagarh
    155 from Mayurbhanj
    115 from Jagatsinghpur
    109 from Kendrapara

    — H & FW Dept Odisha (@HFWOdisha) June 26, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ ପୁରୀରୁ 195, ବଲାଙ୍ଗୀରରୁ 28, ଝାରସୁଗୁଡ଼ାରୁ 15, ନୂଆପଡ଼ାରୁ 26, ବରଗଡ଼ରୁ 45, ନବରଙ୍ଗପୁରରୁ 47, ସମ୍ବଲପୁରରୁ 32, ଯାଜପୁରରୁ 298, କଳାହାଣ୍ଡିରୁ 40, ମୟୂରଭଞ୍ଜରୁ 155, ରାୟଗଡ଼ାରୁ 94, ଗଞ୍ଜାମରୁ 27, କେନ୍ଦୁଝରରୁ 45, ନୟାଗଡ଼ରୁ 171, ସୋନପୁରରୁ 46, ଜଗତସିଂହପୁରରୁ 115, କୋରାପୁଟରୁ 79, ବାଲେଶ୍ବରରୁ 295, ଭଦ୍ରକରୁ 178, ଗଜପତିରୁ 25, କେନ୍ଦ୍ରାପଡ଼ାରୁ 109, ଦେବଗଡ଼ରୁ 20, କନ୍ଧମାଳରୁ 45, ମାଲକାନଗିରିରୁ 93, ଢ଼େଙ୍କାନାଳରୁ 78, ବୌଦ୍ଧରୁ 37 ଓ ଷ୍ଟେଟ୍‌ ପୁଲ୍‌ରୁ 64 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 25 from Gajapati
    20 from Deogarh
    15 from Jharsuguda
    64 from State Pool

    The total recovered cases of Odisha now stand at 863824

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.