ETV Bharat / city

କୋରୋନା କାୟା; ଆଜି ରାଜ୍ୟରେ 3615 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 1, 2020, 12:20 PM IST

ରାଜ୍ୟରେ କୋରୋନା ସଂକ୍ରମଣରେ ଲାଗୁନି ବ୍ରେକ । ପ୍ରତିଦିନ ବଢୁଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ଆଜି ପୁଣି 30 ଟି ଜିଲ୍ଲାରୁ 3615 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋରୋନା କାୟା; ଆଜି ରାଜ୍ୟରେ  3615 କୋରୋନା ଆକ୍ରାନ୍ତ ଚିହ୍ନଟ
କୋରୋନା କାୟା; ଆଜି ରାଜ୍ୟରେ 3615 କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଆଜି ପୁଣି 30ଟି ଜିଲ୍ଲାରୁ 3615 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନରୁ 2118 ଚିହ୍ନଟ ହୋଇଥିବା ବେଳେ 1497 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରେ 671 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 371, ଅନୁଗୋଳ 188, ବାଲେଶ୍ବରରେ 96, ବରଗଡରେ 86, ଭଦ୍ରକରେ 61, ବଲାଙ୍ଗୀରରେ 81, ବୌଦ୍ଧରେ 20, ଦେଓଗଡରେ 12, ଢେଙ୍କାନାଳରେ 60, ଗଜପତିରେ 29, ଗଞ୍ଜାମରେ 42, ଜଗତସିଂହପୁରରେ 83, ଯାଜପୁରରେ 144, କଳାହାଣ୍ଡିରେ 106, କନ୍ଧମାଳରେ 59, କେନ୍ଦ୍ରାପଡା ରେ 119, କେନ୍ଦୁଝରରେ 109, କୋରାପୁଟରେ 47, ମାଲକାନଗିରିରେ 123, ମୟୂରଭଞ୍ଜରେ 123, ନବରଙ୍ଗପୁରରେ 57, ନୟାଗଡରେ 64, ନୂଆପଡାରେ 66, ପୁରୀରେ 197, ରାୟଗଡାରେ 39, ସମ୍ବଲପୁରରେ 73, ସୋନପୁରରେ 70, ସୁନ୍ଦରଗଡରେ 73, ଷ୍ଟେଟ ପୁଲରୁ 240।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2,22,734ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 1,85,700 ଜଣ । ମୋଟ 36,122 ଆକ୍ଟିଭ ମାମଲା ରହିଛି । ତେବେ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ 3300644 ଟେଷ୍ଟ ହୋଇସାରିଲାଣି ।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.