ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ 354 କୋଭିଡ ସଂକ୍ରମିତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୫୪ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୯୬୭କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report: ଆଜି ସୁସ୍ଥ ହେଲେ 354 କୋଭିଡ ସଂକ୍ରମିତ
Covid Recovery Report: ଆଜି ସୁସ୍ଥ ହେଲେ 354 କୋଭିଡ ସଂକ୍ରମିତ
author img

By

Published : Nov 19, 2021, 9:55 PM IST

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୫୪ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୯୬୭ କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୨୦୭ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୪୨ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 354 Covid patients have recovered and are being discharged on 19.11.2021

    207 from Khordha
    42 from Cuttack
    10 from Jajapur
    7 from Deogarh
    7 from Puri
    6 from Jagatsinghpur
    6 from Sambalpur
    6 from Sundargarh
    5 from Mayurbhanj
    5 from Nabarangpur
    4 from Baleswar

    — H & FW Dept Odisha (@HFWOdisha) November 19, 2021 " class="align-text-top noRightClick twitterSection" data=" ">
  • 2 from Bargarh
    2 from Kendrapara
    1 from Bhadrak
    1 from Jharsuguda
    1 from Sonepur
    42 from State Pool

    The total recovered cases of Odisha now stand at 1035967

ସେହିପରି ଯାଜପୁରରୁ ୧୦, ଦେବଗଡରୁ ୭, ପୁରୀରୁ ୭, ଜଗତସିଂହପୁରରୁ ୬, ସମ୍ବଲପୁରରୁ ୬, ସୁନ୍ଦରଗଡରୁ ୬, ମୟୂରଭଞ୍ଜରୁ ୬ ଓ ନବରଙ୍ଗପୁରରୁ ୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ବାଲେଶ୍ବରରୁ ୪,ବରଗଡରୁ ୨, କେନ୍ଦ୍ରାପଡାରୁ ୨, ଭଦ୍ରକରୁ ୧, ଝାରସୁଗୁଡାରୁ ୧ ଓ ସୋନପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୪୨ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.