ETV Bharat / city

STATE CORONA: ଦିନକରେ 3,427 ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ରିପୋର୍ଟ

ଗତ 24 ଘଣ୍ଟାରେ ରାଜ୍ୟରେ 3 ହଜାର 427 କୋରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ । ଅଧିକ ପଢନ୍ତୁ...

STATE CORONA: ଦିନକରେ 3,427 ସଂକ୍ରମିତ ଚିହ୍ନଟ

author img

By

Published : Jun 19, 2021, 9:00 AM IST

ଭୁବନେଶ୍ବର: ପୁଣି କମିଲା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ 3 ହଜାର 427 କୋରୋନା ପଜିଟିଭ ଚିହ୍ନଟ । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 1 ହଜାର 954 ଏବଂ ଲୋକାଲ ସଂକ୍ରମଣ 1 ହଜାର 473 ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 73 ହଜାର 925କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 553 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦିନକରେ ରାଜ୍ୟରେ 6 ହଜାର 252 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ।

  • Covid-19 Report For 18th June

    New Positive Cases: 3427
    In quarantine: 1954
    Local contacts: 1473

    (Details of local contacts will be shared by concerned Dist Administration)

    District Wise Cases:

    1. Angul: 138
    2. Balasore: 261
    3. Bargarh: 52
    4. Bhadrak: 139
    5. Balangir: 40

    — I & PR Department, Odisha (@IPR_Odisha) June 19, 2021 " class="align-text-top noRightClick twitterSection" data=" ">

ଗତ 24 ଘଣ୍ଟାରେ ଅନୁଗୋଳରୁ 138, ବାଲେଶ୍ବରରୁ 261, ବରଗଡରୁ 52, ଭଦ୍ରକରୁ 139, ବଲାଙ୍ଗୀରରୁ 40, ବୌଦ୍ଧରୁ 31, କଟକରୁ 396, ଦେବଗଡରୁ 22, ଢେଙ୍କାନାଳରୁ 78, ଗଜପତିରୁ 27, ଗଞ୍ଜାମରୁ 26, ଜଗତସିଂହପୁରରୁ 108, ଯାଜପୁରରୁ 285, ଝାରସୁଗୁଡାରୁ 10, କଳାହାଣ୍ଡିରୁ 35, କନ୍ଧମାଳରୁ 41, କେନ୍ଦ୍ରାପଡାରୁ 111, କେନ୍ଦୁଝରରୁ 47, କୋରାପୁଟରୁ 72, ମାଲକାନଗିରିରୁ 38, ମୟୂରଭଞ୍ଜରୁ 162, ନବରଙ୍ଗପୁରରୁ 60, ନୟାଗଡରୁ 142, ନୂଆପଡାରୁ 20, ପୁରୀରୁ 217, ରାୟଗଡାରୁ 94, ସମ୍ବଲପୁରରୁ 32, ସୋନପୁରରୁ 30, ସୁନ୍ଦରଗଡରୁ 78 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ସଂକ୍ରମଣ ସଂଖ୍ୟା 82 ରହିଛି ।

ସେହିପରି ନୂତନ ସୁସ୍ଥସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥସଂଖ୍ୟା 8 ଲକ୍ଷ 29 ହଜାର 851ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା 40 ହଜାର 471ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ରାଜ୍ୟରେ 1 କୋଟି 30 ଲକ୍ଷ 28 ହଜାର 817ଟି ଟେଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.