ETV Bharat / city

ରାଜଧାନୀରେ 340 ଚିହ୍ନଟ, 256 ସ୍ଥାନୀୟ ସଂକ୍ରମଣ

ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ସ୍ଥାନୀୟ ସଂକ୍ରମଣ । ଗୁରୁବାର ଏଠାରୁ ଚିହ୍ନଟ 340 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 256 ରହିଛି ସ୍ଥାନୀୟ ସଂକ୍ରମଣ । ଭୁବନେଶ୍ବରରେ 22 ହଜାର ପାର କରିଛି ମୋଟ ସଂକ୍ରମଣ ।

author img

By

Published : Oct 1, 2020, 6:55 PM IST

ରାଜଧାନୀରେ 340 ଚିହ୍ନଟ, 256 ସ୍ଥାନୀୟ ସଂକ୍ରମଣ
ରାଜଧାନୀରେ 340 ଚିହ୍ନଟ, 256 ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ବର: ରାଜଧାନୀରେ କୋରୋନା ତାଣ୍ଡବ । ଭୁବନେଶ୍ବରରେ ଦିନକୁ ଦିନ ବୃଦ୍ଧି ପାଉଛି ସ୍ଥାନୀୟ ସଂକ୍ରମଣ । ଗୁରୁବାର ଏଠାରୁ ଚିହ୍ନଟ 340 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 256 ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାପଡିଛି । ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 22 ହଜାର ପାର କରିଛି ।

ଭୁବନେଶ୍ବରରୁ ଗୁରୁବାର ମୋଟ 340 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନରୁ 84 ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ ସଂକ୍ରମଣ 256 ରହିଛି । ଏଠାରେ ହୋମ କ୍ବାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣରେ ବୃଦ୍ଧି ଘଟୁଛି ।

ରାଜଧାନୀର 340 ଚିହ୍ନଟ, 256 ସ୍ଥାନୀୟ ସଂକ୍ରମଣ

ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ 84 ଆକ୍ରାନ୍ତଙ୍କ ମଧ୍ୟରୁ 13 ଜଣ ପଟିଆ ଅଞ୍ଚଳର ହୋଇଥିବାବେଳେ 6 ଜଣ ଗାଡକଣ, 4 ଜଣ ଚନ୍ଦ୍ରଶେଖରପୁର, 3 ଜଣ ବ୍ରହ୍ମେଶ୍ବର ପାଟଣା, 2 ଜଣ ଭୀମଟାଙ୍ଗି, 3 ଜଣ ଖାରବେଳ ନଗର, 3 ଜଣ ବାଣୀବିହାର, 4 ଜଣ ୟୁନିଟ-6 ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଚିହ୍ନଟ 256 ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ୟୁନିଟ-9 ଅଞ୍ଚଳରୁ 10, ଶୈଳେଶ୍ରୀ ବିହାରରୁ 10ଜଣ, ନୟାପଲ୍ଲୀରୁ 10 ଜଣ, ସହିଦନଗରରୁ 10ଜଣ, 4 ଜଣ ପାତ୍ରପଡା, 3 ଜଣ ବମିଖାଲ, 8ଜଣ ବରମୁଣ୍ଡା, 5 ଜଣ ବରଗଡ, 13 ଜଣ ଚନ୍ଦ୍ରଶେଖରପୁର, 4 ଜଣ ଡୁମଡୁମା, 12 ଜଣ ଆଇଆରସି ଭିଲେଜ, 6 ଜଣ ୟୁନିଟ-2, 13 ଜଣ ଓଲ୍ଡ ଟାଉନ, 6 ଜଣ ଖଣ୍ଡଗିରି, 4 ଜଣ ଝାରପଡା, 3 ଜଣ ଜୟଦେବ ବିହାର, 7 ଜଣ ଜାଗମରା, 5 ଜଣ ଲକ୍ଷ୍ମୀସାଗର, 7 ଜଣ ମଞ୍ଚେଶ୍ବର, 13 ଜଣ ପଟିଆ ଏବଂ 5 ଜଣ ନିଳାଦ୍ରୀ ବିହାରର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ବରରେ ମୋଟ 22,235 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥସଂଖ୍ୟା 18, 585 ଏବଂ 3,536 କେସ୍ ସକ୍ରିୟ ରହିଛି । ଏହାସହ ଏଠାରେ ମୋଟ 96 ଜଣଙ୍କ କୋରୋନାଜନିତ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.