ETV Bharat / city

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 3382 ଆକ୍ରାନ୍ତ - odisha corona recovery update

ରାଜ୍ୟରେ ସୁସ୍ଥ ସଂଖ୍ୟା ଏବେ ଏକ ଲକ୍ଷ ପାର ହୋଇଥିବା ବେଳେ ସୋମବାର 30 ଟି ଜିଲ୍ଲରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟରେ 3382 ଜଣ ଆରୋଗ୍ୟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 3382
ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 3382
author img

By

Published : Sep 14, 2020, 9:12 PM IST

ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 3382 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ସୁସ୍ଥ ସଂଖ୍ୟା ଏବେ ଏକ ଲକ୍ଷ ପାର ହୋଇଥିବା ବେଳେ ସୋମବାର 30ଟି ଜିଲ୍ଲରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।

ତେବେ ଖୋର୍ଦ୍ଧାରେ ସର୍ବାଧିକ 503 ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରେ 344, ମୟୂରଭଞ୍ଜରେ 175, ପୁରୀରେ 112, ରାୟଗଡାରେ 95, ଭଦ୍ରକରେ 167, ବରଗଡରେ 262, ଯାଜପୁରରେ 177, ବାଲେଶ୍ୱରରେ 156, ଢେଙ୍କାନାଳରେ 146, ଜଗତସିଂହପୁରରେ 102, ଗଞ୍ଜାମରେ 94, ସମ୍ବଲପୁରରେ 94 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଭାବେ ଅନୁଗୋଳରେ 91, ନୟାଗଡ, ସୁବର୍ଣ୍ଣପୁରରେ 90 ଜଣ ସୁସ୍ଥ ହୋଇଛନ୍ତି । ସେପଟେ ବଲାଙ୍ଗୀରରେ 80, ନବରଙ୍ଗପୁର ଓ ସୁନ୍ଦରଗଡରେ 70 ଜଣ ଲେଖାଁଏ ସୁସ୍ଥ ହୋଇଛନ୍ତି । ଝରସୁଗୁଡ଼ାରେ 68, କେନ୍ଦ୍ରାପଡାରେ ଓ କୋରାପୁଟରେ 64 ଜଣ ଲେଖାଁଏ, କେନ୍ଦୁଝରରେ 51, କନ୍ଧମାଳରେ 45, ନୂଆପଡାରେ 40, କଳାହାଣ୍ଡିରେ 39, ଗଜପତିରେ 29, ବୌଦ୍ଧରେ 27, ମାଲକାନଗିରିରେ 25 ଓ ଦେବଗଡ଼ରେ 12 ଜଣ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 122024 ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.