ETV Bharat / city

ଗୋଟିଏ ଦିନରେ ରାଜ୍ୟରୁ 3326 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - odisha corona upadate

ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳ ରବିବାର ରାଜ୍ୟରୁ 3326 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗୋଟିଏ ଦିନରେ  ରାଜ୍ୟରୁ 3326 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 4, 2020, 11:31 AM IST

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳ ରବିବାର ରାଜ୍ୟରୁ 3326 ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 1945 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 1381 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି(ରବିବାର) ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 638 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରେ 268, ଅନୁଗୋଳ 119, ବାଲେଶ୍ୱରରେ 122, ବରଗଡରେ 94, ଭଦ୍ରକରେ 36, ବଲାଙ୍ଗୀରରେ 103, ବୌଦ୍ଧରେ 54, ଦେଓଗଡରେ 21, ଢେଙ୍କାନାଳରେ 85, ଗଜପତିରେ 22, ଗଞ୍ଜାମରେ 57, ଜଗତସିଂହପୁରରେ 80, ଯାଜପୁରରେ 148, କଳାହାଣ୍ଡିରେ 77, କନ୍ଧମାଳରେ 60, କେନ୍ଦ୍ରାପଡାରେ 103, କେନ୍ଦୁଝରରେ 101, କୋରାପୁଟରେ 45, ମାଲକାନଗିରିରେ 19, ମୟୂରଭଞ୍ଜରେ 131, ନବରଙ୍ଗପୁରରେ 61, ନୟାଗଡରେ 61, ନୂଆପଡାରେ 147, ପୁରୀରେ 140, ରାୟଗଡାରେ 53, ସମ୍ବଲପୁରରେ 107, ସୋନପୁରରେ 25, ସୁନ୍ଦରଗଡରେ 93 ଏବଂ ଷ୍ଟେଟ ପୁଲରୁ 149 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 32 ହଜାର 713ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1ଲକ୍ଷ 98 ହଜାର 194 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 33 ହଜାର 559 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଏଯାବତ୍ 34 ଲକ୍ଷ 40 ହଜାର 835 କୋରୋନା ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.